ୟୁକ୍ରେନରୁ ଘରକୁ ଫେରିଲେ ଓଡ଼ିଆ ପୁଅ ଜୟଶଙ୍କର
ଯୁଦ୍ଧ ପାଇଁ ୟୁକ୍ରେନ୍ରେ ସ୍ଥିତି ସଙ୍ଗୀନ । ଋଷର ଆକ୍ରମଣରୁ ରକ୍ଷା ପାଇବା ପାଇଁ କିଛି ଭାରତୀୟ ମେଟ୍ରୋ ଷ୍ଟେସନ୍ରେ ଅଟକିଛନ୍ତି। ମେଟ୍ରୋ ଷ୍ଟେସନରେ ହଜାରେରୁ ୧୫ଶହ ଭାରତୀୟ ଫସି ରହିଛନ୍ତି । ମୋଟ୍ ୨୦ ହଜାର ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି । ଭାରତ ସରକାରଙ୍କୁ ସହାୟତା ପାଇଁ!-->…