ଶୁଭାରମ୍ଭ ହେବ ‘ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ’
ଭୁବନେଶ୍ୱର: ରାଜ୍ୟରେ ଲାଗୁ ହେବ ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ । ଏହି କାର୍ଡ ଜରିଆରେ ଉପଭୋକ୍ତା ମାନେ ରାଜ୍ୟ ତଥା ଦେଶ ଭିତରେ ଯେ କୌଣସି ଖାଉଟି ଡିଲରଙ୍କଠାରୁ ରେସନ ସାମଗ୍ରୀ ପାଇପାରିବ । ଖାଉଟିଙ୍କୁ ମିଳୁଥିବା ସରକାରୀ ଚାଉଳ ବା ଗହମ କିମ୍ବା ଉଭୟର ମାସିକ କୋଟା ପାଇବା ପାଇଁ ଏଣିକି ଆଉ!-->…