ଆରବିଆଇର ବଡ଼ ଘୋଷଣା
ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ତାହାର ଆର୍ଥିକ ନୀତିର ସମୀକ୍ଷା ଅବସରରେ ରେପୋ ରେଟ ୪%, ଏମଏସଏଫ ୪.୨୫% ଏବଂ ରିଭର୍ସ ରେପୋ ରେଟ୍ ୩.୩୫%ରେ ଅପରିବର୍ତ୍ତିତ ରଖିଛି। ମୁଖ୍ୟ ପଲିସି ରେଟଗୁଡିକ ଅପରିବର୍ତ୍ତିତ ରଖିବା ସପକ୍ଷର ଆରବିଆଇ ଆର୍ଥିକ ନୀତି କମିଟି ୫:୧ ମତ!-->…