ଜାଣନ୍ତୁ ଧର୍ମୀୟ ଭାବନାକୁ ନେଇ ବାବା କଣ କହୁଥିଲେ
ଭୁବନେଶ୍ୱର: ଶିରିଡ଼ି ସାଇବାବା ହିନ୍ଦୁ, ମୁସଲମାନ,ପାସି ସମସ୍ତଙ୍କୁ ସମାନ ଚକ୍ଷୁରେ ଦେଖୁଥିଲେ । ତାଙ୍କ ମନ୍ଦିର ଓ ସମାଧି ଦର୍ଶନ ନିମନ୍ତେ ସବୁ ଧର୍ମ, ସବୁ ସଂପ୍ରଦାୟର ଲୋକଙ୍କ ସୁଅ ଛୁଟୁଥିଲା । ସମାଜରେ ସବୁ ବର୍ଗର ଲୋକଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ସେ ବିଶ୍ୱାସ କରୁଥିଲେ ।!-->…