ଅବତାର ମାନେ ହିଁ କଣ ବିଭିନ୍ନ ଧର୍ମର ସୃଷ୍ଟି ପାଇଁ ଦାୟୀ ?
ଭୁବନେଶ୍ୱର: ଧର୍ମ ଅନେକ । ଇଶ୍ୱରଙ୍କୁ ଅନ୍ୱେଷଣ କରିବାର ମାର୍ଗ ବି ଅନେକ । କିନ୍ତୁ ଲକ୍ଷ୍ୟ ସେଇ ଏକ- ଇଶ୍ୱର ଉପଲବ୍ôଧ । ବୁଦ୍ଧ, ଖ୍ରୀଷ୍ଟ ଓ ମହମ୍ମଦ ଏମାନେ ସମସ୍ତେ ଇଶ୍ୱରଙ୍କ ଅବତାର । ମନୁଷ୍ୟ ଶରୀର ଧାରଣ କରି ଭିନ୍ନ ଭିନ୍ନ ସମୟରେ ସେମାନେ ଧରାରେ ଅବତୀର୍ଣ୍ଣ ହୋଇଥିଲେ । ତେଣୁ ସମସ୍ତ!-->…