ବିଳମ୍ବିତ ହେବ ଟିକାକରଣ !
ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ଟିକାରଣ ପାଇଁ ଆସନ୍ତାକାଲିଠାରୁ ପଞ୍ଜିକରଣ ଆରମ୍ଭ ହେବ । ତେବେ ଟିକାକରଣ ସାମାନ୍ୟ ବିଳମ୍ବିତ ହୋଇପାରେ । ଟିକା ଉପଲବ୍ଧ ହେବା ପରେ ଟିକାକରଣ କରାଯିବ । ଏଭଳି ଆଶଙ୍କା କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ କୋୱିନ!-->…