ଆଉ ଖୋଲା ବଜାରରୁ ଋଣ କରିବାକୁ ପଡିବନାହିଁ, RBIରୁ ଉଠିବ ୨୫୦୦କୋଟି
ଭୁବନେଶ୍ୱର() କରୋନା ସଙ୍କଟ ସମୟରେ ଓଡିଶା ସରକାର ରିଜର୍ଭ ବ୍ୟାଙ୍କ୍ରେ ଗଚ୍ଛିତ ରଖିଥିବା ଅର୍ଥରୁ ଏବେ ୨୫୦୦ କୋଟି ଟଙ୍କା ଉଠାଇ ପାରିବେ । ରିଜର୍ଭବ୍ୟାଙ୍କ୍ ଏଥିପାଇଁ ଅନୁମତି ଦେବା ଫଳରେ ରାଜ୍ୟ ସରକାରଙ୍କୁ ଆଉ ଖୋଲା ବଜାରରୁ ଋଣ କରିବାକୁ ପଡିବନାହିଁ ।
ରାଜ୍ୟ ସରକାର ରିଜର୍ଭ…