Odia News Portal
Browsing Tag

rathayatra

ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡିଲେ ମୁଖ୍ୟ ପ୍ରଶାସକ

ପୁରୀ() ସ୍ନାନ ଯାତ୍ରା ସହିତ ମହାପ୍ରଭୁମାନଙ୍କର ଘୋଷଯାତ୍ରା କିଭଳି ସୁରୁଖୁରୁରେ ହେବ ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ଅଧିକାରୀମାନଙ୍କ ସହିତ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର କୁମାର କହିଛନ୍ତି ଯେ…

୫ରେ ହେବ ଦେବସ୍ନାନ ପୂର୍ଣ୍ଣିମା

ପୁରୀ() ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ୟ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ତିନି ରଥର ସମସ୍ତ ଚକ ଅଖ ଡେରା ସମ୍ପୂର୍ଣ ହୋଇଛି। ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚାରି ନାହାକା ଉଠିବ। ରଥଖଳାରେ ପୋଲ ଓ ଛନ୍ଦାଗୟଳ ପାଇଁ କାଠ ଚିରଟ ହୋଇ ଚଉପଟ କାର୍ୟ୍ୟ ଚାଲିଛି।…

ଚକା ଡେରା ସରିଲା : ଖୁବ୍‍ ଶୀଘ୍ର ଅଖ ଲାଗିବ

ପୁରୀ() ରଥଖଳାରେ ଆଜି ଚକା ଡେରା କାମ ସାରିଛି । ଭୋଇ ସେବକମାନେ ଚକା ଗୁଡିକୁ ଡେରିବା ସହିତ ଏହା ଯେଭଳି ଗଡିନଯାଏ ସେଥିପାଇଁ ଦୁଇପଟେ କାଠ ଆଡି ଦେଇଛନ୍ତି । ମୁଖ୍ୟ ମହରାଣାଙ୍କ ପରାମର୍ଶକ୍ରମେ ତିନି ରଥର ଚକ ଅଖ ମଧ୍ୟରେ କେତେକ ଦୂରତା ରହିବ ସେ ଅନୁଯାୟୀ ମାପ ହୋଇ ଖଞ୍ଜାଯିବ । ତିନି…

ଆଜି ତିନ ରଥର ଚକ ଡେରା କାର୍ଯ୍ୟ

ପୁରୀ() ନିର୍ମାଣକାରୀମାନେ ରଥର ଗୟଳ ତିଆରିରେ ଲାଗିଛନ୍ତି । କରତି ସେବକମାନେ ତିନି ରଥର ବଡ଼ ପୋଲ ଗୟଳ ଚିରଟ କରି ରଥଖଳାରେ ପଇଠ କରିଛନ୍ତି । ବିଶ୍ୱକର୍ମାମାନେ ମାପ ଅନୁସାରେ ଚଉପଟ କରୁଛନ୍ତି । ଛନ୍ଦାଗୟଳ ଓ ଛୋଟ, ମଝିଲା ପୋଲ ଗୟଳ କାଠ ଭୋଇ ସେବକମାନେ ବୋହି ଆଣି ବିଶ୍ୱକର୍ମାଙ୍କୁ…

ସୁଆର ମହାସୁଆର ନିଯୋଗ ନିମନ୍ତେ କରୋନା ସଚେତନତା ଶିବିର

ପୁରୀ() ଆଜି ଦିନ ୧୧ଟା ସମୟରେ ବଡଦାଣ୍ଡସ୍ଥିତ ନୀଳାନ୍ଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପୁରୀ ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ କାରୋନ ଭୂତାଣୁ ସଂକ୍ରମଣ ସତର୍କତା ‘ସୁଆର ମହାସୁଆର’ ସେବକ ମାନଙ୍କ ନିମନ୍ତେ ଏକ ସଚେତନତା ଶିବିର ଶ୍ରୀମନ୍ଦିର…

ବଡ଼ଦାଣ୍ଡରେ ଉନ୍ନତି କାର୍ଯ୍ୟ ଆରମ୍ଭ

ପୁରୀ() ଆଜି ପୁରୀ ବଡଦାଣ୍ଡରେ ଥିବା ମୁନସିପାଲ ମାାର୍କେଟର ପୁନଃ ଉନ୍ନତି କାର୍ଯ୍ୟ ଓଡିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନ (ଓବିସିସି) ଦ୍ୱାରା ଆରମ୍ଭ କରାଯାଇଛି । ସୂଚନା ଅନୁସାରେ, କରୋନା ମହାମାରୀ ଓ ତାଲାବନ୍ଦ ପାଇଁ ଗତ ୨ମାସ ଧରି ଏହି ଉନ୍ନତି କାର୍ଯ୍ୟ ବନ୍ଦ ଥିଲା । ହେଲେ…

ଦଇତାପତିଙ୍କ କରୋନା ଟେଷ୍ଟ ଆରମ୍ଭ

ପୁରୀ() ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଦଇତାପତିଙ୍କ କରୋନା ଟେଷ୍ଟ କରାଯାଉଛି । ସିଡିଏମଓଙ୍କ ତତ୍ତ୍ୱାବଧାନରେ ଦଇତାପତିଙ୍କ କରୋନା ଟେଷ୍ଟ କରାଯାଉଛି । ପ୍ରଥମେ ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗା ଦାସମହାପାତ୍ରଙ୍କ ସ୍ୱାବ ସଂଗ୍ରହ କରାଯାଇଛି । କ୍ରମାନ୍ୱୟନରେ ଅନ୍ୟ ଦଇତାପତିଙ୍କ ସ୍ୱାବ ସଂକ୍ରହ…

ସ୍ନାନଯାତ୍ରା ପାଇଁ ୧୫୦ ଦଇତାପତି

ପୁରୀ() ପୁରୀ ସ୍ନାନଯାତ୍ରା ପହଣ୍ଡିରେ ଏଥର ଦଇତାପତି ସେବାୟତଙ୍କ ସଂଖ୍ୟା କମିବ । ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡିରେ ୧୫୦ଜଣ ଦଇତାପତି ସେବକ ରହିବେ । ଜଗନ୍ନାଥଙ୍କ ପାଇଁ ୬୦, ବଳଭଦ୍ରଙ୍କ ପାଇଁ ୫୦ଜଣ ସେବକ ରହିବେ । ସେହିପରି ସୁଭଦ୍ରାଙ୍କ ପାଇଁ ୩୦ ଓ ସୁଦର୍ଶନଙ୍କ ପାଇଁ ରହିବେ ୧୦ଜଣ…

ପହଣ୍ଡି ପାଇଁ ରହିବେ ୧୫୦ ସେବାୟତ

ପୁରୀ() ସ୍ନାନଯାତ୍ରା ପାଇଁ ଦଇତାପତିଙ୍କ ତାଲିକା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର । ସେ କହିଛନ୍ତି, ଦଇତାପତିଙ୍କର ଏହା ଗୋଷ୍ଠିଗତ ସେବା । ଏଠି ସର୍ବନିମ୍ନର ପ୍ରଶ୍ନ ନାହିଁ । ପହଣ୍ଡି ପାଇଁ ରହିବେ ୧୫୦ ସେବାୟତ । ଜଗନ୍ନାଥଙ୍କ ପାଇଁ ୫୦ ଜଣ,…

କରୋନା ଭୂତାଣୁ ସମ୍ପର୍କରେ ‘ଗରାବଡୁ’ ସେବକମାନଙ୍କ ନିମନ୍ତେ ସଚେତନତା ଶିବିର

ପୁରୀ () ତାଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇ ଅନ୍ୟ ଦୁଇଟି ଚକ ମଧ୍ୟରୁ ଗୋଟିକରେ ପଇ ପିନ୍ଧାକାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଚକଟିରେ ତୁମ୍ବରେ ଅର ସଂଯୋଗ ସରିଛି । ସେପଟେ ଦେବଦଳନ ରଥର ୧୦ଟି ଚକ ସମ୍ପୂର୍ଣ୍ଣ ହୋଇ ଅନ୍ୟ ଏକ ଚକରେ ପଇ ପିନ୍ଧାକାର୍ଯ୍ୟ ଚାଲିଛି । ସେହିିିପରି ନନ୍ଦୀଘୋଷ ରଥର…