ନକଲି ଡାକ୍ତରଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ
ଏକାଧିକ ମହିଳାଙ୍କୁ ବିବାହ କରି ଜେଲରେ ଥିବା ନକଲି ରସିକ ଡାକ୍ତର ରମେଶ ସ୍ୱାଇଁଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୁଲିସ। ରିମାଣ୍ଡ ଅବଧି ସମୟରେ ରମେଶଙ୍କର ୩୦ ବର୍ଷର ଅପରାଧିକ ଭିତ୍ତିଭୂମୀକୁ ଖୋଳିବ କମିଶନରେଟ ପୋଲିସ। ଏଥିସହିିତ ଠକେଇ ଓ କିଡନୀ ଚୋରି ରାକେଟ୍ର ସମ୍ପକରେ ରିମାଣ୍ଡ ସମୟରେ!-->…