Odia News Portal
Browsing Tag

ramesh swain sister

ଗିରଫ ହେଲେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଭଉଣୀ

୧୮ ଜଣ ମହିଳାଙ୍କୁ ବାହା ହେବା ସହିତ ଠକେଇ କରିଥିବା ନକଲି ଡାକ୍ତର ରମେଶ ସ୍ୱାଇଁକୁ ସହଯୋଗ କରୁଥିବା ଅଭିଯୋଗରେ ତାଙ୍କ ଭଉଣୀଙ୍କୁ ଗିରଫ କରିଛି ପୋଲିସ । ରମେଶଙ୍କ ଭଉଣୀଙ୍କୁ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ପଚରାଉଚରା କରାଯାଉଥିଲା । ଜେରା ପରେ ଠକେଇ ପ୍ରମାଣ ମିଳିବା ପରେ ଭଉଣୀକୁ ରଶ୍ମୀତାକୁ

ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲା ରେ ଭଉଣୀ ଅଟକ

ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲାରେ କମିଶନରେଟ ପୋଲିସର କେନ୍ଦ୍ରାପଡାରେ ଚଢାଉ । ଈଶ୍ୱରପୁର ଗାଁରେ ଚଢାଉ କରିଛି ପୋଲିସ । ରମେଶର ଭଉଣୀକୁ ଅଟକ ରଖାଯାଇଛି । ଠକାମୀରେ ରମେଶର ଭଉଣୀର ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ । ତାଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା ଚାଲିଛି । ରମେଶ