ଠକ ରମେଶ ସ୍ୱାଇଁଙ୍କ ଅସଲି ସ୍ତ୍ରୀ ଗିରଫ
ଠକ ରମେଶ ସ୍ୱାଇଁଙ୍କ ଅସଲି ସ୍ତ୍ରୀ ଗିରଫ। ରମେଶଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ତିର୍କୀକୁ ଝାଡଖଣ୍ଡରୁ ଗିରଫ କଲା କମିଶନରେଟ୍ ପୋଲିସ। ଠକେଇ ମାମଲାରେ ମାଷ୍ଟରମାଇଣ୍ଡ ଥିଲା କମଳା ।
ପାରାଦୀପରେ ଡାକ୍ତରାଣୀ ଥିଲେ କମଳା। ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୋଲିସ। ୫ମ ଥର ପାଇଁ ରମେଶଙ୍କୁ!-->!-->!-->…