ଏଲୋପାଥି ଚିକିତ୍ସା ବିରୋଧରେ ମନ୍ତବ୍ୟ ନେଇ ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା
କରୋନା ମହାମାରୀ ସମୟରେ ଏଲୋପାଥି ଚିକିତ୍ସା ବିରୋଧରେ ମନ୍ତବ୍ୟ ଦେଇଥିବାରୁ ଯୋଗ ଗୁରୁ ରାମଦେବଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରିଛନ୍ତି ।
ମଙ୍ଗଳବାର ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଦ୍ୱାରା ଦାଖଲ!-->!-->!-->…