Odia News Portal
Browsing Tag

ram rahim

ରାମରହିମଙ୍କ ଯତ୍ନନେବେ ହନିପ୍ରୀତ

ଚଣ୍ଡିଗଡ଼: କରୋନାରେ ଆକ୍ରାନ୍ତ ହୋଇ ରୋହତକର ମେଦାନ୍ତ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି ଡେରା ସୌଚ୍ଚ ବାବା ରାମ୍ ରହିମ । ବାବାଙ୍କ ଧରମ ଝିଅ ତଥା ନିକଟତମ ହନିପ୍ରୀତ ତାଙ୍କ ଯତ୍ନ ନେଉଛନ୍ତି । ତେବେ ସେ ତାଙ୍କର ଆଟେଣ୍ଡାନ୍ସ ଭାବେ ହସ୍ପିଟାଲରେ ପଞ୍ଜିକରଣ କରିଛନ୍ତି । ଏକ ଆଟେନଣ୍ଡାନ୍ସ

କରୋନା ସଂକ୍ରମିତହେଲେ ଜେଲରେ ଥିବା ରାମ ରହିମ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମିତ ହୋଇଛନ୍ତି ଡେରା ସୌଚ୍ଚ ରାମ ରହିମ୍ । ତାଙ୍କୁ ଏବେ ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି । ପୂର୍ବରୁ ରାମ ରହିମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା । ଜେଲ କତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ତାଙ୍କ ଦେହ ଖରାପ ହେବା ପରେ ତାଙ୍କୁ ରୋହତକର ପିଜିଆଇ