ଖୁଡ଼ିକୁ ନେଇ ପୁତୁରା ଫେରାର
ଜୟପୁର: ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ତାହା ଜଣା ପଡେନାହିଁ । ପ୍ରେମ ଦେଖେ ନା ବୟସର ତାରତମ୍ୟ କି ଜାତି ଧର୍ମ । ପ୍ରେମରେ ପଡ଼ିବା ପରେ ମଣିଷ ଅନ୍ଧ ପାଲଟି ଯାଇଥାଏ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନରେ । ଭରତପୁର ଅଞ୍ଚଳର ଜଣେ ଯୁବକ ନିଜ ଖୁଡ଼ିକୁ ନେଇ!-->…