ଡାକ୍ତରଖାନାରେ ଭର୍ତ୍ତି ହେଲେ ରଜନୀକାନ୍ତ
ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯିବା ଯୋଗୁଁ ତାଙ୍କୁ ହାଇଦ୍ରାବାଦର ଆପୋଲ ହସ୍ପିଟାଲରରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରରେ ରକ୍ତଚାପ ବାରମ୍ବାର କମିବା ଓ ବଢ଼ିଯିବା ଫଳରେ ସେ ଅସୁସ୍ଥ ହୋଇପଡିଥିଲେ । ଏବେ ରଜନୀକାନ୍ତ ତାଙ୍କର ନୂଆ ଫିଲ୍ମ ‘ଅନାଥେ’ର ସୁଟିଂ!-->…