Odia News Portal
Browsing Tag

rain

WTC ଫାଇନାଲ: ଶେଷଦିନରେ ବର୍ଷା ସାଜିଲା ବାଧକ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଆଜି ହେଉଛି ପଞ୍ଚମ ଦିନ ଅଥବା ଶେଷ ଦିନ । ତେବେ ଆଜି ଖେଳ ଆରମ୍ଭରୁ ବର୍ଷା ହୋଇଛି । ବିଳମ୍ବରେ ଖେଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ନ୍ୟୁଜିଲାଣ୍ଡ ୧୦୧ ରନରେ ୨ଟି ୱିକେଟ ଯାଇଛି । ରସ ଟେଲର ଓ କେନ ୱିଲିୟମନସନ ବ୍ୟାଟିଂ କରିବାକୁ ମଇଦାନକୁ

ଆସନ୍ତା ୨୪ଘଣ୍ଟାରେ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଗଜପତି, ଗଞ୍ଜାମ, କନ୍ଧମାଳ ଆଦି

WTC: ଚତୁର୍ଥ ଦିନରେ ବାଧକ ସାଜିଛି ବର୍ଷା

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ବର୍ଷା ସାଜିଛି ବାଧକ । ଚତୁର୍ଥଦିନ ଖେଳ ଆରମ୍ଭ ହେବା ପୂର୍ବରୁ ବର୍ଷା ହୋଇଛି । ପାଗ ଖରାପ କାରଣରୁ ଆଜି ବିଳମ୍ବରେ ଖେଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ଆସନ୍ତାକାଲି ଶେଷଦିନ ଥିବା ବେଳେ ଏଯାବତ ଗୋଟିଏ ଇନିଂସ ଶେଷ ହୋଇନାହିଁ । ତେବେ

୮ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ଛୁଇଁଛି ମୌସୁମୀ । ଏହାର ପ୍ରବାରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ମଧ୍ୟ ନଜରକୁ ଆସିଛି । ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ମଧ୍ୟରୁ ୮ଟିରେ ପ୍ରବଳରୁ ଅତି

ପ୍ରବଳ ବର୍ଷା ନେଇ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ୧୪ ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ବନ୍ୟା କଥା ବୁଝୁଥିବା ସବୁ ଅଫିସ ୨୪ ଘଣ୍ଟା ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଣି ଜମିବା ସହ ବିଭିନ୍ନ

ଏହିସବୁ ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଗଣ୍ଟା ମଧ୍ୟରେ ବର୍ଷା ସହ କାଳ ବୈଶାଖୀ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ସତର୍କ କଲା ପାଣିପାଗ ବିଭାଗ । ରାୟଗଡା,କନ୍ଧମାଳ, କଳାହାଣ୍ଡି,ନବରଙ୍ଗପୁର,ନୂଆପଡା, ବରଗଡ଼,ଝାରସୁଗୁଡା,ସୁନ୍ଦରଗଡ,କେଉଁଝର, ଦେଓଗଡ, ମୟୁରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ବଜ୍ରପାତ ସହିତ

ଏଥର ରଜରେ ଛେଚିବ !

ଭୁବନେଶ୍ୱର: ଚଳିତବର୍ଷ ରଜରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି କେରଳରେ ପହଞ୍ଚିଛି ମୌସୁମୀ । ତେବେ ଓଡ଼ିଶାରେ ୧୦ରୁ ୧୨ଦିନ ମଧ୍ୟରେ ପହଞ୍ଚିବ ବୋଲି ସୂଚନା ଦିଆଯାଇଛି । ତେବେ ଏହା ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ବଙ୍ଗୋପସାଗରେ ଖୁବ୍ଶୀଘ୍ର ଏକ ଲଘୂଚାପ ସୃଷ୍ଟି

ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ, ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ । ଓଡିଶାରେ ପ୍ରାକ୍ ମୌସୁମୀ ସକ୍ରିୟ ହୋଇଛି । ପ୍ରାକ୍ ମୌସୁମୀ ପ୍ରଭାବରେ ଉପକୂଳ ଓଡିଶାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦ୍ରାପଡା,ଭଦ୍ରକ,ମୟୂରଭଞ୍ଜ,ୟାଜପୁର.ପୁରୀ,ଭଦ୍ରକ, ବାଲେଶ୍ୱର ,ଜଗତସିଂହପୁର ଓ

୨୯ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର()  ଆସନ୍ତା ୨୯ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  କେନ୍ଦ୍ରୀୟ ବଙ୍ଗୋପସାଗର ଦକ୍ଷିଣ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ …

୨୪ ଘଣ୍ଟାରେ ବାତ୍ୟା ରୂପ ନେବ ଅବପାତ, ପ୍ରବଳ ବର୍ଷିବ

ଭୁବନେଶ୍ୱର() ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କଡ ଲୋ-ପ୍ରେସର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ା ବା ବାତ୍ୟାର ରୂପ ନେବ । ଏହି ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଏବଂ ପଣ୍ଡିଚେରୀ ମଧ୍ୟରେ…