Odia News Portal
Browsing Tag

rain

ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ, ଖୋର୍ଧା, ପୁରୀ, ବୌଦ୍ଧ ଓ ନୟାଗଡ଼ ଆଦି ରହିଛି।

ଆଜିଠୁ କମିବ ବର୍ଷା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ଜାଗାରେ ପ୍ରବଳ ବର୍ଷା ହୋଇଛି । ଶୁକ୍ରବାର ମଧ୍ୟ ତୁହାକୁ ତୁହା ବର୍ଷା ହୋଇଛି ବିଭିନ୍ନ ସ୍ଥାନରେ । ଅନୁମାନ କରାଯାଉଛି, ଶନିବାରଠାରୁ ଲଘୁଚାପ ପ୍ରଭାବ କମିବା ସହ ବର୍ଷା ବି କ୍ରମଶଃ ହ୍ରାସ ପାଇବ । ତଥାପି କେତେକ ଜାଗାରେ ଭଲ

ରାଜ୍ୟରେ ଆସନ୍ତା ୪ଦିନ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨୧ ତାରିଖ ଦିନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ପ୍ରଭାବରେ ୨୨ ତାରିଖ ରାତି କିମ୍ବା ୨୩ ତାରିଖ ସକାଳ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବ। ଫଳରେ ରାଜ୍ୟରେ ଆଜିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ

ପାଣି ପାଣି ମୁମ୍ବାଇ

ମୁମ୍ବାଇ: ପ୍ରବଳ ବର୍ଷାରେ ବେହାଲ ହୋଇଛି ମୁମ୍ବାଇ ସହର । ସବୁଆଡେ ଖାଲି ପାଣି । ବର୍ଷା ଲାଗି ଯାତାୟତରେ ବ୍ୟାହତ ହୋଇଛି । ଟ୍ରେନ, ବସ ଏବଂ ଅନ୍ୟ ସେବା ମଧ୍ୟ ବନ୍ଦ ରହିଛି । ଟ୍ରେନ ଟ୍ରାକରେ ପାଣି ଜମି ରହିଥିବା କାରଣ ଚଳାଚଳରେ ଅସୁବିଧା ଉପୁଜିଛିମ୍ବୁଧବାରଠାରୁ ଲଗାଣ ବର୍ଷା ଲାଗି ସହରରେ

ଧୋକା ଦେଲା ମୈସୁମୀ

ଭୁବନେଶ୍ୱର: ଚଳିତ ବର୍ଷ ଠିକ ସମୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥିଲେ ହେଁ ଆଶା ଅନୁଯାୟୀ ଏଯାଏ ବର୍ଷା ହୋଇନି। ରାଜ୍ୟର ୩୦ଟି ଜିଲ୍ଲାରୁ ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଆସୁଛି ଲଘୁଚାପ । ୧୧ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ୧୮ ତାରିଖରେ ଆଉ ଏକ ଲଘୁଚାପ ମଧ୍ୟ ହୋଇପାରେ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଦୁଇ

ଆସନ୍ତା ୨୪ ଘଣ୍ଟାରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡି ସହ ବର୍ଷା ସମ୍ଭାବନା । ୧୦ ଜିଲ୍ଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଂଜାମ, ପୁରୀ, ଖୋର୍ଦ୍ଧା, କେଉଁଝର, ମୟୂରଭଞ୍ଜ ଏବଂ ରାୟଗଡାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ୩୦ ତାରିଖରେ

ରାଜ୍ୟରେ ଜୁଲାଇ ପ୍ରଥମ ସପ୍ତାହ ଯାଏଁ କମ୍ ବର୍ଷା

ଭୁବନେଶ୍ୱର: ଚଳିତ ବର୍ଷ ଠିକ୍ ସମୟରେ ମୌସୁମୀର ଆଗମନ ଘଟିଥିଲେ ମଧ୍ୟ ଆସନ୍ତା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଆଶାନୁପାତରେ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଚଳିତ ବର୍ଷ ମୌସୁମୀ ବିଭିନ୍ନ ସ୍ଥାନୀୟ ପରିସ୍ଥିତି କାରଣରୁ ସ୍ୱାଭାବିକ ହୋଇ ନ ଥିବା

ଆସନ୍ତା ୨୪ ଘଣ୍ଟାରେ ୮ ଜିଲ୍ଲାରେ ପ୍ରବଳ ବର୍ଷା ଓ ୨୦ ଜିଲ୍ଲାରେ ବଜ୍ରପାତ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପାଇଁ ୨୦ ଜିଲାରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜିଲା ଗୁଡିକ ହେଲା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ଦେବଗଡ, ସୁନ୍ଦରଗଡ, ଖୋର୍ଦ୍ଧା, କଟକ, କେନ୍ଦୁଝର,

ପଦାରେ ପଡ଼ିଲା ସ୍ମାର୍ଟ ସିଟିର ବିକଳ ଚିତ୍ର

ଭୁବନେଶ୍ୱର: ପଦାରେ ପଡିଲା ସ୍ମାର୍ଟ ସିଟିର ବିକଳ ଚିତ୍ର । ବେଙ୍ଗ ମୁତିଲେ ଘରେ ପଶୁଛି ପାଣି । ସହର ଭାସୁଛି ସୃଷ୍ଟି ହେଉଛି କୃତ୍ରିମ ବନ୍ୟା । ଅସରାଏ ବର୍ଷା ହେଲେ ବୁଡିଇଯାଉଛି ଭୁବନେଶ୍ୱରର ଅନେକ ଅଚଂଳ । ଏ ହେଉଛି ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ଦୃଶ୍ୟ । ଟିକିଏ ବର୍ଷା ହେଲେ