Odia News Portal
Browsing Tag

rain

ଆଜିଠୁ ପ୍ରବଳ ବର୍ଷିବ,୧୩ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ରାଜ୍ୟରେ ଆଉ ଦୁଇଦିନ କାଳବୈଶାଖୀ, ଆଜିଠୁ ପ୍ରବଳ ବର୍ଷିବ ।ପୂର୍ବାନୁମାନ ଅନୁଯାୟୀ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଜୋର୍ରେ ପବନ ମଧ୍ୟ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।ଆଜି ୧୩ଟି ଜିଲ୍ଲାରେ କାଳବୈଶାଖୀର ସର୍ବାଧିକ…

୧୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର()ଆଜି ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉପକୂଳବର୍ତ୍ତୀ କଟକ,ଜଗତସିଂହପୁର,କେନ୍ଦ୍ରାପଡା,ପୂରୀ, ବାଲେଶ୍ୱର ସମେତ ଯାଜପୁର,ଢ଼େଙ୍କାନାଳ ,ଅନଗୁଳ,ଭଦ୍ରକ ଓ କନ୍ଧମାଳରେ ଅତି ପ୍ରବଳ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ । ସେହିଭଳି…

୧୫ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର()  ଗତକାଲି ସାରା ରାଜ୍ୟରେ ତାଣ୍ଡବ କରିଛି କାଳବୈଶାଖୀ । ବଜ୍ରପାତରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଜାଗାରେ ଘର ଛପର ଉଡ଼ି ଯାଇଛି । ଗଛ, ବିଦ୍ୟୁତ୍‌ ଖୁଣ୍ଟି ଏବଂ ଟେଲିଫୋନ୍‌ ଟାଓ୍ଵାର ମଧ୍ୟ ଭାଙ୍ଗିଛି । ଆଜି ଦିନ ତମାମ ବି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ…

୨୯ରେ ଲଘୁଚାପ, ୩୦ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା

ଭୁବନେଶ୍ୱର() ଗତକାଳିଠୁ ରାଜ୍ୟରେ ଆରମ୍ଭ ହୋଇଯାଇଛି କାଳବୈଶାଖୀ ବର୍ଷା ।ଆଜି ଦିନ ଭରି ବି ଏଭଳି ଅବସ୍ଥା ଜାରୀ ରହିବ । ଆସନ୍ତା ରବିବାର ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ଘଣ୍ଟାକୁ ୩୦ କିଲୋମିଟର ରୁ ଅଧିକ ଜୋରରେ ବର୍ଷା ହେବ । ଘଡଗଡି ବିଜୁଳୀ ମାରିବ । କୁଆପଥର…

୮ ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ୱର()ଆଜି ଅପରାହ୍ନରେ ପାଗ ବଦଳିଯିବ। ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ତାର ତାଣ୍ଡବ ରଚାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ଘଣ୍ଟାପ୍ରତି ୫୦ କିମିରୁ ଅଧିକ ବେଗରେ ପବନ ହେବ ବୋଲି ପୂର୍ବାନୁମାନ କରାଯାଉଛି। କିଛି କିଛି ସ୍ଥାନରେ ପବନର ବେଗ…

୨୩ ପର୍ଯ୍ୟନ୍ତ କାଳବୈଶାଖୀ

ଭୁବନେଶ୍ବର()  ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବ। ଏହି ସମୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ପବନର ବେଗ ସର୍ବାଧିକ ୪୦ରୁ ୫୦ କିଲୋମିଟର ମଧ୍ୟରେ ରହିବ। ବିଜୁଳି, ଘଡ଼ଘଡ଼ିର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

୧୨ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର()ରାଜ୍ୟରେ ଦିନକୁ ଦିନ ପ୍ରଚଣ୍ଡ ଖରାକୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ରାତି ୮ଟା ୩୦ସୁଦ୍ଧା ୧୨ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି । ୧୨ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ମୟୁରଭଞ୍ଜ,…

ବର୍ଷା ଓ ବଜ୍ରପାତକୁ ନେଇ ୭ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର()  ରାଜ୍ୟରେ କିଛି ଦିନ ହେବ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ବେଳେ ବେଳେ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଏହାରିମଧ୍ୟରେ ଆଜି ଅପରାହ୍ନ ୫ଟା ୩୦ସୁଦ୍ଧା ବର୍ଷା ଓ ବଜ୍ରପାତକୁ ନେଇ ୭ଜିଲ୍ଲାକୁ ସାବଧାନ କରିଛି ପାଣିପାଗ ବିଭାଗ । ୭ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ,…

୧୦ ପର୍ୟ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା

ଆଜିଠାରୁ ୧୦ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମାଲକାନାଗରିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ରାଜ୍ୟର ଅନେକ ସ୍ଥାନରେ ବଢ଼ିଛି ତାପମାତ୍ରା । ୨ ଦିନର ବ୍ୟବଧାନ ପରେ ପୁଣି ଥରେ…

ଆଜିଠାରୁ ୯ ତାରିଖ ଯାଏ ବର୍ଷା

ଭୁବନେଶ୍ବର() ଆଜିଠାରୁ ୯ ତାରିଖ ପର୍ଯ୍ୟନ୍ତ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ୯ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ନୟାଗଡ,ଗଜପତି, ରାୟଗଡା, ନବରଙ୍ଗପୁର, ମୟୁରଭଜ, ଅନୁଗୁଳ, ବୈ।ଦ୍ଧ, ମାଲକାନଗିରି । ଏହିସବୁ ଜିଲ୍ଲାରେ ପ୍ରବଳ ହବ ବୋଲି ପାଣିପାଗ…