Odia News Portal
Browsing Tag

Rain update

କମିବ ବର୍ଷା ପ୍ରକୋପ

ଭୁବନେଶ୍ୱର : ଭେରି ସିଭିୟର ସାମୁଦ୍ରିକ ବାତ୍ୟା ୟାସ୍ ଉତର-ଉପକୂଳ ଓଡିଶାରୁ ଉତର-ଉତର ପଶ୍ଚିମ ଦିଗକୁ ଗତି କରୁଛି । ଗତ ୬ ଘଂଟା ମଧ୍ୟରେ ବାତ୍ୟାର ବେଗ ଘଂଟା ପ୍ରତି ୧୦ କିମି ରହିଛି ।ଏହାକ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ତେବେ ଏହା ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି