Odia News Portal
Browsing Tag

railway

ଆକ୍ସନ ମୁଡରେ ଅଶ୍ୱିନୀ ବୈଷ୍ଣବ, ବଦଳିଲା କର୍ମଚାରୀଙ୍କ ଡ୍ୟୁଟି ସମୟ

ନୂଆଦିଲ୍ଲୀ: ଆକ୍ସନ ମୁଡରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କାର୍ଯ୍ୟରେ ଯୋଗ ଦେଉ ଦେଉ ନେଇଛନ୍ତି ନୂଆ ନିଷ୍ପତି । କର୍ମଚାରୀଙ୍କ ଡ୍ୟୁଟି ସମୟ ବଦଳାଇଛନ୍ତି ଅଶ୍ୱିନୀ । ପୂର୍ବରୁ ରେଳ ବିଭାଗରେ କାମ କରୁଥିବା କର୍ମଚାରୀ ଗୋଟିଏ ସିଫ୍ଟରେ ଆସୁଥିଲେ । ମାତ୍ର ଏବେ ଦୁଇଟି ସିଫ୍ଟରେ ଆସିବେ

ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶର ପ୍ରଥମ ସରକାରୀ ପ୍ରକଳ୍ପ କାର୍ୟ୍ୟକ୍ଷମ

ଭୁବନେଶ୍ୱର() ପୂର୍ବତଟ ରେଳପଥ ଭୁବନେଶ୍ୱର ର ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ଠାରେ ବର୍ଜ୍ୟବସ୍ତୁ ରୁ ଉର୍ଜା ସଂରକ୍ଷଣ ପ୍ରକଳ୍ପକୁ ରେଲୱେ ବୋର୍ଡ ରୋଲିଙ୍ଗ ଷ୍ଟକ ମେମ୍ବର ଆଜି ଅପରାହ୍ନରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର

ଏଣିକି କନଫର୍ମ ଟିକେଟ୍ ସେୟାର କରିପାରିବେ ଯାତ୍ରୀ

ନୂଆଦିଲ୍ଲୀ () ରେଳ ଯାତ୍ରୀଙ୍କ ପାଇଁ ରେଳବାଇ ବୋର୍ଡର ଭଲ ନିଷ୍ପତି । ଜଣେ ଛାତ୍ରଙ୍କ ଟିକେଟ କନଫର୍ମ ଥିଲେ ଓ ସେ ଯାଇ ନପାରିଲେ ସେହି ଟିକେଟକୁ ଅନ୍ୟ ଜଣେ ଛାତ୍ରଙ୍କୁ ସ୍ଥାନାନ୍ତର କରିପାରିବେ । ସେହିପରି ଜଣେ ସରକାରୀ କର୍ମଚାରୀଙ୍କ ଟିକେଟ କନଫର୍ମ ଥିଲେ ଯଦି ସେ କୌଣସି କାରଣରୁ…

ଭିଡ଼ ସମୟରେ ଟ୍ରେନରେ ଚଢ଼ିନପାରିଲେ ଟଙ୍କା ଫେରାଇବ ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ() ଏଣିକି ଭିଡ କାରଣରୁ ଟ୍ରେନରେ ଚଢି ନ ପାରିଲେ ରେଳ ବିଭାଗ ଆପଣଙ୍କୁ ପୁରା ଟଙ୍କା ଫେରାଇବ । ଯଦି ଭିଡ ସମୟରେ ଆପଣ ଟ୍ରେନରେ ଚଢ଼ୁଥିବା ବେଳେ କୌଣସି ପ୍ରକାର କ୍ଷତି ହୁଏ ତେବେ ମଧ୍ୟ ରେଳ ବିଭାଗ ଆପଣଙ୍କୁ କ୍ଷତିପୂରଣ ଦେବ । ଆଇନଜୀବୀଙ୍କର କହିବା ମୁତାବକ ଯେଉଁ ଯାତ୍ରୀଙ୍କ…

ଏଣିକି ଟ୍ରେନରେ ମିଳିବ ୫୦ ଟଙ୍କାର ଖାଦ୍ୟ

ଏଣିକି ୫୦ ଟଙ୍କାରେ ରେଳବାଇ ଯାତ୍ରୀମାନଙ୍କୁ ଉନ୍ନତମାନର ଭୋଜନ ଯୋଗାଇଦେବ । ଆଉ ସବୁଠାରୁ ବଡ କଥା ହେଉଛି, ନୂତନ କ୍ୟାଟରିଙ୍ଗ ନୀତିରେ ବିଭିନ୍ନ ଅଂଚଳର ସ୍ଥାନୀୟ ଖାଦ୍ୟକୁ ବି ଗୁରୁତ୍ୱ ଦିଆଯିବ । ଆସନ୍ତା ଡିସେମ୍ବର ମାସରୁ ଲାଗୁ ହେବ ବୋଲି ସୂଚନା ମିଳିଛି । ଏଥିରେ ରାଜମା-ଭାତ, ଡାଲି-ଭାତ,…

ନିର୍ବାଚନ କାର୍ୟ୍ୟାଳୟରେ ଫେରାଦ ହେଲା ବିଜେଡି

ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବା ବେଳେ ରେଳ ବିଦ୍ୟୁତକରଣ ଅଫିସକୁ ଭୁବନେଶ୍ବରରୁ ବେଙ୍ଗାଲୁରୁ ସ୍ଥାନାନ୍ତର କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ଏହା ବିରୋଧରେ ଆଜି ନିର୍ବାଚନ ଆୟୋଗଙ୍କୁ ଭେଟି ଫେରାଦ ଦେଇଛି ବିଜେଡି । ଗତକାଲି ବିଜେଡି ସାଧାରଣ ସମ୍ପାଦକ ପ୍ରେସ୍ ବିଜ୍ଞପ୍ତି ଜରିଆରେ…