ଅଡୁଆରେ ପଞ୍ଜାବ ସରକାର, ଚୁପ୍ ରହିଛନ୍ତି ରାହୁଲ ଗାନ୍ଧୀ
ଅମୃତସର: ଶସ୍ତାରେ ଟିକା କିଣି ଘରୋଇ ହସ୍ପିଟାଲରେ ବିକ୍ରି କରୁଛନ୍ତି ପଞ୍ଜାବ ସରକାର । ୪ ଶହ ଟଙ୍କାରେ ଟିକା କିଣି ଘରୋଇ ହସ୍ପିଟାଲରେ ହଜାରେ ଟଙ୍କାରେ ବିକୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପଞ୍ଜାବରେ ଏବେ ଗାଁରେ ଅଧିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ!-->…