ରୁଷ ରାଷ୍ଟ୍ରପତି ପୁଟିନଙ୍କୁ କ୍ୟାନସର
ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି | ପୁଟିନ୍ ଦୀର୍ଘ ଦିନ ହେଲା କ୍ୟାନ୍ସରରେ ସହ ବହୁବିଧ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଅଛନ୍ତି । ତାଙ୍କର ଏବେ ସର୍ଜରୀ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ସାମୟିକ ଭାବେ ଦେଶର ସୁରକ୍ଷା!-->…