Odia News Portal
Browsing Tag

puri

ଦଶହରାରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ: ଆସିଲା ନୂଆ ଏସଓପି । କରୋନା କଟକଣାକୁ ଦୃଷ୍ଟିରେ ରଖି ଆଜି ଛତିଶା ନିଯୋଗ ବୈଠକରେ ନିଆ ଯାଇଛି ନୂଆ ନିଷ୍ପତ୍ତି । କାର୍ତ୍ତିକ ମାସ ଲାଗି ନୂଆ ଏସଓପି ଆସିଥିବା ବେଳେ କରୋନା କଟକରଶକୁ ଦୃଷ୍ଟିରେ ରଖି ଦଶହରାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିର ମୁଖ୍ୟ

ସରିଲା ଛତିଶା ନିଯୋଗ ବୈଠକ, ଜାଣନ୍ତୁ କଣ ହେଲା ଆଲୋଚନା

ପୁରୀ: ଆସୁଛି ଧର୍ମ କର୍ମର ମାସ କାର୍ତ୍ତିମ ମାସ । ଧର୍ମ ମାସରେ ଶ୍ରୀକ୍ଷେତ୍ରରେ ଲାଗିଥାଏ ହବିଷ୍ୟାଳୀଙ୍କ ଭିଡ଼ । ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ମାସ ଆରମ୍ଭ ହେବା ପୂର୍ବରୁ ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ଲାଗି ଆସିଛି ଏସଓପି । ଆସନ୍ତା ୧୬ ତାରିଖରୁ ୧୯ ନଭେମ୍ବର ଯାଏ

ପୁରୀ ଜିଲ୍ଲାରେ ହଜାରେ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବା ସହ BSKY ସ୍ମାର୍ଟକାର୍ଡ ବାଣ୍ଟିଲେ…

ଭୁବନେଶ୍ୱର: ପୁରୀ ବ୍ରହ୍ମଗିରି କେରାଣ୍ଡିଆରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲା ପାଇଁ ବିଏସକେଓାଇ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ଆଉ କେତେକ ଉନ୍ନୟନ ପ୍ରକ୍ଳଫର ଶିଳାନ୍ୟାସ ମଧ୍ୟ କରିଛନ୍ତି । ପ୍ରଥମେ ମାଲାକାନାଗିରି, ଦ୍ୱିତୀୟରେ ସୁନ୍ଦରଗଡ଼ ।

ଆସନ୍ତାକାଲି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଆସନ୍ତାକାଲି ଭକ୍ତଙ୍କ ଅତ୍ୟଧିକ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି। କେବଳ ଆସନ୍ତାକାଲି ନୁହେଁ, ଚଳିତମାସ ୮ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ ଶ୍ରୀମନ୍ଦିର

ଆଜି ଠାରୁ ଆରମ୍ଭ ହେଉଛି ମା’ବିମଳାଙ୍କ ଷୋଳପୂଜା

ଆଜିଠରୁ ଆରମ୍ଭ ହେଉଛି ଷୋଳପୂଜା । ଏହି ଅବସରରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହେବ । ଏଥିପାଇଁ ଗଜପତିଙ୍କ ଶ୍ରୀନଅରରେ ଶ୍ରୋତୀୟ ବ୍ରାହ୍ମଣଙ୍କୁ ବରଣ କରାଯାଉଛି । ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜଙ୍କ ଶ୍ରୀହସ୍ତ ଛୁଆଁ ଗୁଆ

ଭିଜିଲାନ୍ସ ପଞ୍ଝାରେ ଥାନାବାବୁ

ପୁରୀ: ଚୋର ଡକାୟତଙ୍କୁ ଧରି ଜେଲ ପଠାଉଥିବା ପୋଲିସ ଏଵେ ଭିଜିଲାନ୍ସ ହାତରେ ଧରା ପଡି ଜେଲ ଯିବା ଘଟଣା ଗୋପରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଜିଲାନ୍ସ ଜାଲରେ ଫସିଛନ୍ତି ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ। ଏକ ଜମିବାଡି ଵିଵାଦ ସମାଧାନ ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି

ମହାପ୍ରଭୁଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ପୁରୀ: ଓଡ଼ିଶା ଗସ୍ତରେ ଥିବା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନ୍ନା ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ପାରମ୍ପରିକ ବେଶରେ ଜଷ୍ଟିସ ରମନ୍ନା ଓ ଅନ୍ୟ ଚାରିଜଣ ବିଚାରପତି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ,

ଆଜି ଶ୍ରୀମନ୍ଦିରରେ ଅନନ୍ତ ବ୍ରତ

ପୁରୀ: ଶ୍ରୀକ୍ଷେତ୍ରରେ ପ୍ରତିଦିନ କାଳିଆର ରହିଛି ଅନେକ ନୀତି । ଆଜି ହେଉଛି ଭାଦ୍ରକ ଶୁକ୍ଲ ଚତୁର୍ଦ୍ଦଶୀ । ଶ୍ରୀମନ୍ଦିରରେ ଆଜି ଅନନ୍ତ ବ୍ରତ । ବଡ଼ଦେଉଳରେ ଅନୁଷ୍ଠିତ ହେବ ଅନନ୍ତ ଚତୁର୍ଦ୍ଦଶୀ ନୀତି । ଠାକୁରଙ୍କ ସନ୍ଧ୍ୟା ଧୂପ ନୀତି ପରେ ଶ୍ରୀଅନନ୍ତ ଠାକୁରଙ୍କ ନୀତି ହେବ । ମନ୍ଦିର

ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ

ପୁରୀ: ପବିତ୍ର ସୁନିଆ ଏବଂ ବିଶ୍ୱକର୍ମା ପୂଜା ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଜାରି ହୋଇଥିବା ନୂତନ ଏସ୍ଓପି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଭକ୍ତମାନେ ଶ୍ରୀମନ୍ଦିର ବାହାରୁ

ଆସନ୍ତାକାଲି ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ଶୁକ୍ରବାର ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ସାଧାରଣ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର । ସୁନିଆ ପର୍ବ ଓ ବାମନ ଜନ୍ମ ବିଶେଷ ନୀତି ପାଇଁ ଆସନ୍ତା କାଲି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। କନ୍ୟା ସଂକ୍ରାନ୍ତି, ଶ୍ରାବଣା ମକର ନକ୍ଷତ୍ର ସନ୍ ୧୪୨୯ ସାଲ୍ ଆରମ୍ଭ ହେବ।