Odia News Portal
Browsing Tag

puri

ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ

ପୁରୀ() ଜଗନ୍ନାଥ ଓ ବଳଭଦ୍ରଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶର ନୀତିକାନ୍ତି ସମ୍ପର୍ଣ୍ଣ ହୋଇଛି । ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ବେଶ ଶେଷ ହୋଇଛି । ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ । ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି ଜଗାବଳିଆ । ଜଗନ୍ନାଥ ଓ…

ବାହାର ଭକ୍ତଙ୍କୁ ପୁରୀ ମନା

ପୁରୀ() ବାହାର ଭକ୍ତଙ୍କୁ ପୁରୀ ମନା । ମହାପ୍ରଭୂଙ୍କ ନାଗାର୍ଜୁନ ବେଶ ଅବସରରେ ବାହାର ଭକ୍ତଙ୍କୁ ପୁରୀ ନଆସିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ପୁରୀ ବାହାରର ସମସ୍ତ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ଜିଲ୍ଲା ପ୍ରଶାସନର ଏପରି ଅନୁରୋଧ କରିଛି । ଆସନ୍ତା ୨୭ରେ ମହାପ୍ରଭୂଙ୍କ…

ଡିସେମ୍ବରରେ ଖୋଲିବ ଶ୍ରୀମନ୍ଦିର

ପୁରୀ() କରୋନା ପାଇଁ ଶ୍ରୀମନ୍ଦିର ଖୋଲିବାରେ କଟକଣା ଲାଗିଛି । ଏହାରି ମଧ୍ୟରେ ସରିଛି ଛତିଶାନିଯୋଗ ବୈଠକ । ଡିସେମ୍ବର ଦ୍ୱିତୀୟ କି ତୃତୀୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୨ୟ କିମ୍ବା ୩ୟ…

ଶ୍ରୀମନ୍ଦିର ଖୋଲିବା ନେଇ ସ୍ବତନ୍ତ୍ର କମିଟି ନେବ ନିଷ୍ପତ୍ତି

ପୁରୀ () ଡିସେମ୍ବର ତୃତୀୟ ସପ୍ତାହରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର | ଏଥିସହ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଚାଲିଛି ପ୍ରସ୍ତୁତି । ତେବେ କରୋନା ଯୋଗୁଁ ପ୍ରଭାବିତ ହୋଇଛି ଶ୍ରୀମନ୍ଦିରର ଆୟ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ…

ପୟାଶ୍ରାଦ୍ଧରେ ଜଳିବନି କାଉଁରିଆ

ପୁରୀ() ଦୀପାବଳିରେ ହେଉଥିବା ପୟା ଶ୍ରାଦ୍ଧ ଉପରେ ପ୍ରଶାସନ କଟକଣା ଲଗାଇଛି । ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳି ପାରିବେନି ଶ୍ରଦ୍ଧାଳୁ ବୋଲି ସୂଚନା ରହିଛି । ଘରେ ରହି ପୟା ଶ୍ରାଦ୍ଧ ପାଳନ କରିବାକୁ ପ୍ରଶାସନ ଅନୁରୋଧ କରିଛି । ତେବେ ଶ୍ରଦ୍ଧାଳୁମାନେ କେବଳ ପୟାଶ୍ରାଦ୍ଧ କର୍ମ କରି…

ଶ୍ରୀମନ୍ଦିର ଦ୍ୱାରରେ ଦେଖିବାକୁ ମିଳିବ ଉତ୍କଳୀୟ ଝଲକ

ପୁରୀ() ଶ୍ରୀମନ୍ଦିରର ୮ ଦ୍ୱାର ରୂପା ଛାଉଣୀ ହେବ । ଆଜି ଅପରାହ୍ଣରେ ଏନେଇ ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଛି । ପୂର୍ବରୁ ଏନେଇ ସବୁ ପ୍ରକାର ଯୋଜନା ପ୍ରସ୍ତୁତ ହୋଇ ସାରିଥିବା ବେଳେ ଆଜି ବୈଠକରେ ଅନୁମୋଦନ ହେବ । ରୂପା ଛାଉଣୀ ନେଇ ଉତ୍କଳୀୟ ପରମ୍ପରାକୁ ନଜର ରଖି ସ୍ୱତନ୍ତ୍ର…

ଶ୍ରୀମନ୍ଦିରରେ ୫ ଜଣିଆ ASI ଟିମ୍

ପୁରୀ() ଶ୍ରୀମନ୍ଦିରରେ ଅନୁଧ୍ୟାନ ପାଇଁ ଏଏସଆଇର ୫ ଜଣିଆ ଟିମ୍‌ ପହଞ୍ଚିଛନ୍ତି । ବାଇଶି ପାହାଚ,ଲକ୍ଷ୍ମୀ ମନ୍ଦିରର କରୁଛନ୍ତି ଅନୁଧ୍ୟାନ । ନୂଆ କବାଟ ଓ ରୂପା ଛାଉଣୀ ନେଇ ୭ ପାହାଚ ଦ୍ବାରର କରୁଛନ୍ତି ଯାଞ୍ଚ । ୨୨ ପାହାଚରେ ଫାଟ ଓ ନଷ୍ଟ ହୋଇଥିବା ପଥରର ମରାମତି ନେଇ ସମୀକ୍ଷା ଚାଲିଛି ।…

ଭିକାରୀ ମୁକ୍ତ ହେବ ପୁରୀ ସହର

ପୁରୀ() ଭିକାରୀ ମୁକ୍ତ ହେବ ପୁରୀ ସହର । ଆଜିଠାରୁ ପୁରୀ ସହରରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଭିକାରୀ ମୁକ୍ତ ଅଭିଯାନ । ବାହାରେ ବୁଲୁଥିବା ମସ୍ତିଷ୍କ ବିକୃତି ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି । ମନ୍ଦିର ଆଖପାଖ, ବଡଦାଣ୍ଡରୁ ଭିକାରୀ ଓ ମାନସିକ ବିକୃତ ବ୍ୟକ୍ତିଙ୍କୁ ଛଦ୍ଧାର…

ମହାପ୍ରସାଦ ପାଇଁ ଟୋଲ ଫ୍ରି ନମ୍ବର

ପୁରୀ() ଧର୍ମ ମାସ କାର୍ତ୍ତିକରେ ଶ୍ରୀଜିଉଙ୍କ ମହାପ୍ରସାଦ ପାଇବେ ସମସ୍ତ ଶ୍ରଦ୍ଧାଳୁ । କାର୍ତ୍ତିକ ବ୍ରତ ରଖୁଥିବା ହବିଷ୍ୟାଳି ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ୱାରଠାରେ ଟୋକନ ମାଧ୍ୟମରେ ମହାପ୍ରସାଦ ନେବାକୁ ବ୍ୟବସ୍ଥା…

ମରାମତି ହେବ ବାଇଶି ପାହାଚ

ପୁରୀ()  ଶ୍ରୀମନ୍ଦିରର ବାଇଶି ପାହାଚର ମରାମତି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।  ପ୍ରତ୍ନତତ୍ତ୍ୱ ବିଭାଗର ଟିମ ଦ୍ୱାରା ବାଇଶି ପାହାଚର ଅନୁଧ୍ୟାନ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତ୍ନତତ୍ତ୍ୱ ବିଭାଗର ଟିମ  ଅନୁଧ୍ୟାନ କରିବା ବେଳେ ପାହାଚର ଦୁର୍ବଳ ପଥରକୁ ଚିହ୍ନଟ…