Odia News Portal
Browsing Tag

puri

ପୁରୀରେ ଖାଦ୍ୟ ସୁରକ୍ଷା ଟିମର ଯାଞ୍ଚ

ପୁରୀ : ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମର ଖାଦ୍ୟମାନ ଯାଞ୍ଚ | ଆଜି ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ ବେଳାଭୂମିରେ ଥିବା ପ୍ରାୟ ୧୨ଟି ହୋଟେଲ ଓ ରେଷ୍ଟୁରାଣ୍ଟ ଅଚାନକ ପରିଦର୍ଶନ କରି ବିଭିନ୍ନ ଖାଦ୍ୟମାନ ଯାଞ୍ଚ ନିମନ୍ତେ ନମୁନା ସଂଗ୍ରହ କରିଛନ୍ତି ।ତେବେ ଖାଦ୍ୟ ଅନୁପଯୋଗୀ ୧୫ କିଲୋଗ୍ରାମ ବାସି

ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ନବାଙ୍କ ବେଶ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ । ଆଜି ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ, ମୁଷଳ ଇତ୍ୟାଦି ଧାରଣ କରିଥାନ୍ତି । ନବାଙ୍କ ବେଶରେ ଠାକୁରମାନଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ

ହାଜତ ମୃତ୍ୟୁର ସତ୍ୟପାଠ ଦାଖଲ

କଟକ: ପୁରୀ ବାସେଳି ସାହି ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାରଙ୍କ ଅସ୍ୱୀକାର କରିଛନ୍ତି। ପୁରୀ ହାଜତ ମୃତ୍ୟୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ସତ୍ୟପାଠ ସହ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରିଛନ୍ତି ରାଜ୍ୟ ସରକାର । ତେବେ ରିପୋର୍ଟରେ ହାଜତ

ରାଜ୍ୟପାଳଙ୍କ ପତିତପାବନ ଦର୍ଶନ

ପୁରୀ: ସିଂହଦ୍ୱାରରେ ପତିତପାବନଙ୍କୁ ଦର୍ଶନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଏହାସହ ଜଗା ଦର୍ଶନର ସୁଯୋଗ ପାଇଛନ୍ତି ସାଧାରଣ ଭକ୍ତ । ତେବେ  ଆଜି ସର୍ବସାଧାରଣଙ୍କ ସହ ଜଗନ୍ନାଥ ଦର୍ଶନରେ ସାମିଲ ହୋଇଥିଲେ ରାଜ୍ୟପାଳ ଗଣେଶୀ ଲାଲ

ଆଜି ଭଡ଼ାଟିଆ ଓ କର୍ମଜୀବୀଙ୍କ ଜଗା ଦର୍ଶନ

ପୁରୀ: ଆଜିଠାରୁ ଭଡ଼ାଟିଆଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଛି। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ଦୀର୍ଘ ୯ ମାସର କଟକଣା ପରେ ଗତ ୨୩ ତାରିଖରୁ ପୁରୀରେ ଆରମ୍ଭ ହୋଇଛି ଜଗା ଦର୍ଶନ। ପ୍ରଥମ ତିନି ଦିନ ସେବାୟତଙ୍କ ପରିବାରଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି

ଶ୍ରୀମନ୍ଦିରରେ ପଶି ୪ ସ୍ୱାସ୍ଥ୍ୟକର୍ମୀ ଚାକିରୀରୁ ବିଦା

ଡ୍ୟୁଟିରେ ଥାଇ ଜଗା ଦର୍ଶନ ପଡ଼ିଲା ମହଙ୍ଗା |୪ ଜଣ ସ୍ୱାସ୍ଥ୍ୟକର୍ମୀ ଚାକିରୀରୁ ବହିଷ୍କୃତ । ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି । ତେବେ କୋଭିଡ କଟକଣାକୁ ଉଲଂଘନ କରି ଗତ ୨୭ ତାରିଖରେ ଡ୍ୟୁଟିରେ ନିୟୋଜିତ ଥିବା ସ୍ୱାସ୍ଥ୍ୟକର୍ମୀ ଶ୍ରୀମନ୍ଦିରରେ ପ୍ରବେଶ କରି

ତାଲିକା ଅନୁସାରେ ହିଁ ମହାପ୍ରଭୁଙ୍କ ବେଶରେ ସାମଗ୍ରୀମାନ ଲାଗି କରାଯାଇଥିଲା

ପୁରୀ() ଗତ 27 ତାରିଖରେ ଅନୁଷ୍ଠିତ ହୋଇଥିବା ପବିତ୍ର ନାଗାର୍ଜୁନ ବେଶର ସୋଲ ଚନ୍ଦ୍ରସୂର୍ଯ୍ୟ କେହି ନେଇ ଯାଇଥିବାର ଅଭିଯୋଗ ହୋଇଥିଲା । ଗତ 28 ତାରିଖ ଦିନ ଜନୈକ ବ୍ୟକ୍ତି ସୋଲ ନିର୍ମିତ ଚନ୍ଦ୍ରସୂର୍ଯ୍ୟ ଧରି ଶ୍ରୀମନ୍ଦିର ବାହାରକୁ ଆସିବା ବେଳେ ତାଙ୍କ ପ୍ରତିକ୍ରିୟା ନେବା ସହ ନାଗାର୍ଜୁନ…

ଅନଲାଇନ ନାରେ ଶ୍ରୀମନ୍ଦିର ପକ୍ଷରୁ ଏତଲା

ପୁରୀ() ଅନଲାଇନ ଆମାଜନ ଇଣ୍ଡିଆରେ ନିର୍ମାଲ୍ୟ ବିକ୍ରି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । କାହା ଅନୁମତିରେ କମ୍ପାନୀ ନିର୍ମାଲ୍ୟ ବିକ୍ରି କରୁଥିବା ବୋଲି ଏତଲା ଦିଆଯାଇଛି । ଏହା ବ୍ୟତିତ ଅନଲାଇନରେ ନିର୍ମାଲ୍ୟ ଚଢା ଦରରେ ବିକ୍ରି ହେଉଥିବା…

ମହାପ୍ରସାଦକୁ ଅନଲାଇନରେ ବିକ୍ରି କଲା ଆମାଜନ, ଥାନାରେ ଏତଲା ଦାୟର

ପୁରୀ() ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦକୁ ଅନଲାଇନରେ ବିକ୍ରି କରିବା ନେଇ ସିଂହଦ୍ୱାର ଥାନାରେ ଏତଲା ଦାୟର ହୋଇଛି । ଏହି ଏତଲା ଦାୟର କରିଛନ୍ତି ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ଏହି ଘଟଣାଟି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିବାରୁ ଶ୍ରୀ ଖୁଣ୍ଟିଆଙ୍କ ଏତଲାକୁ…