Odia News Portal
Browsing Tag

puri

କରୋନା କଟକଣା ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ: ଦଇତାପତିଙ୍କ ଗୁପ୍ତ ସେବାରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ପାଇଛନ୍ତି ଶ୍ରୀଜିଉ । ଗତକାଲି ଶ୍ରୀଜିଉଙ୍କ ନେତ୍ରଉତ୍ସବ ଓ ନବଯୌବନ ଦର୍ଶନ ନୀତି ସମ୍ପନ୍ନ ହୋଇଛି । ଏବେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । କିନ୍ତୁ କରୋନା କଟକଣା ପାଇଁ ବିନା ଭକ୍ତରେ ନବଯୌବନ ଦର୍ଶନ

ପରଲୋକରେ ଦେବଦାସୀ ପରଶମଣୀ

ପୁରୀ: ଦେବଦାସୀ ପରଶମଣିଙ୍କର ପରୋଲୋକ ଘଟିଛି। ୯୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କର ଗଚ୍ଛକାଲି ନିକଟରେ ବାସସ୍ଥାନରେ ମୃତ୍ୟବରଣ କରିଛନ୍ତି। ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯାଇଥିଲା। ତାଙ୍କୁ ମୁଖାଗ୍ନୀ ପ୍ରସନ୍ନ

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ:କରୋନା କଟକଣା ମଧ୍ୟରେ ଚାଲିଛି ଘୋଷଯାତ୍ରା ଲାଗି ପ୍ରସ୍ତୁତି । ଦେବସ୍ନାନ ପୂର୍ଣ୍ଣିମାନେ ୧୦୮ ଗରା ସୁବାଷିତ ଜଳରେ ଗାଧୋଇବା ପରେ ଜ୍ୱରରେ ପଡ଼ିଥିଲେ ମହାପ୍ରଭୁ । ରାଜବୈଦ୍ୟଙ୍କ ଚିକିତ୍ସା ପରେ ଧିରେ ଧିରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଆଜି ମହାପ୍ରଭୁ ନବଯୌବନ ଲାଭ କରିବେ । ଭକ୍ତଙ୍କ

ରଥଯାତ୍ରା ପାଇଁ ଆଜିଠାରୁ ସେବାୟତଙ୍କ ହେବ କରୋନା ଟେଷ୍ଟ

ପୁରୀ: ଚଳିତବର୍ଷ ବିନା ଭକ୍ତରେ ଅନୁଷ୍ଠିତ ରଥଯାତ୍ରା । କେବଳ ସେବାୟତମାନେ ରଥ ଟାଣିବେ । ଏପରିକି ଛାତ ଉପରେ ରହି ରଥଯାତ୍ରା ଦେଖିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ତେବେ ରଥଯାତ୍ରାରେ ଭାଗ ନେବାକୁ ଥିବା ସେବାୟତଙ୍କ ଆଜି ହେବ କରୋନା ଟେଷ୍ଟ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ

ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ନବୀନ

ପୁରୀ: ରଥଯାତ୍ରାକୁ ଆଉ ମାତ୍ର ଦିନ କେଇଟା ରହିଲା । ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟୟରେ ପହଂଚିଛି । କୋରୋନା ମହାମାରୀ ଯୋଗୁଁ ଏଥର ମଧ୍ୟ ରଥ ଯାତ୍ରା ବିନା ଭକ୍ତରେ ଆୟୋଜନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରଥଯାତ୍ରା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ । ସୁରକ୍ଷା

ସୁସ୍ଥହେଲେ ମହାପ୍ରଭୁ

ପୁରୀ: ସୁସ୍ଥ ହେଲେ ମହାପ୍ରଭୁ ଜଗନ୍ନାଥ। ଦ୍ୱାଦଶ ତିଥିରେ ରାଜ ପ୍ରାସାଦରେ ପହଞ୍ଚିଥିଲା ମହାପ୍ରଭୁଙ୍କ ସୁସ୍ଥତାର ଖବର। ମହା ପ୍ରଭୁଙ୍କ ସୁସ୍ଥତାର ଖବର ନେଇ ରାଜ ପ୍ରାସାଦରେ ପହଞ୍ଚିଲେ ଦଇତା ପତି ମହାପାତ୍ର ସେବାୟତ । ସାଥିରେ ମହାପ୍ରଭୁଙ୍କ କରାଳ ଚନ୍ଦନ , ପାଟବସ୍ତ୍ର ଧରି ରାଜପ୍ରାସାଦରେ

ଚଳିତବର୍ଷ ଛେରା ପହଁରା କରିବେ ଗଜପତି

ପୁରୀ: ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେବେ ରଥଯାତ୍ରାରେ ଛେରା ପହଁରା କରିବେ ଗଜପତି ମହାରାଜା । ଆଜି ଏନେଇ ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚଳିତବର୍ଷ ରଥଯାତ୍ରାର ଆଦ୍ୟପର୍ବ ଦେବସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରିନଥିଲେ

ଶ୍ରୀଜିଉଙ୍କ ଅଳଙ୍କାର ହେବ ମରାମତି

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ତେବେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଅନୁଷ୍ଠିତ ହେବ ରଥଯାତ୍ରା । ସୁନାବେଶ ଅନୁଷ୍ଠିତ ହେବା ପୂର୍ବରୁ ମହାପ୍ରଭୁଙ୍କ ଅଳଙ୍କାର ମରାମତି ହେବ ବୋଲି ସୂଚନା ମିଳିଛି । ମରାମତି ହେବ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ

୨୦୨୨ରୁ ପୁରୀକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଘଟିଛି ବହୁ ପ୍ରତୀକ୍ଷାର ଅନ୍ତ । ୨୦୨୨-୨୩ ବେଳକୁ ପୁରୀକୁ ବିମାନ ଉଡ଼ିବା ନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସବୁ ଠିକଠାକ ଚାଲିଲେ ପୁରୀକୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜଳ ରହିଛି । ପୁରୀରେ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

କେବଳ ସେବାୟତମାନେ ଟାଣିବେ ରଥ

ପୁରୀ: ଚଳିତ ବର୍ଷ ରଥଯାତ୍ରା ଲାଗି ଆଜି ଛତିଶା ନିଯୋଗର ବୈଠକ ଅନୁଷ୍ଠିତ ହୋଇଥିଲା । ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଏକ ପ୍ରେସ ମିଟ୍ କରିଛନ୍ତି । ସେ କହିଛନ୍ତି କି, ଚଳିତ ବର୍ଷ କେବଳ ସେବାୟତମାନେ ଟାଣିବେ ରଥ । ଦକ୍ଷିଣ ମୋଡ଼ ଲାଗି ପୋଲିସ କର୍ମଚାରୀମାନେ ନିୟୋଜିତ