Odia News Portal
Browsing Tag

puri

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶ୍ରୀମନ୍ଦିରର ସୁନ୍ଦର ଫଟୋକୁ ସେୟାର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଶ୍ରୀମନ୍ଦିର ଉପରେ ମେଘମାଳ ଭିତରୁ ଆଚ୍ଛାଦିତ ସୂର୍ଯ୍ୟ କିରଣ ରହିଛି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହି ଫଟୋଟିକୁ

ଆଜିଠୁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ଆଜିଠୁ ଖୋଲିଲା ଶ୍ରୀମନ୍ଦିର । ପ୍ରଥମ ଦୁଇଦିନ ତଥା ଆଜି ଏବଂ ଆସନ୍ତାକାଲି ମହାପ୍ରଭୁଙ୍କ ଦର୍ଶନ କରିବେ ସେବାୟତ ପରିବାର । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସକାଳ ୭ ଟାରୁ ସନ୍ଧ୍ୟା ୭ଟା ପର‌୍ୟ୍ୟନ୍ତ ରହିଛି । ଆଜି ସକାଳୁ ସେବାୟତ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବା ଆରମ୍ଭ

ଶ୍ରୀମନ୍ଦିର ପାଇଁ ନୂଆ SOP

ପୁରୀ: ଶ୍ରୀମନ୍ଦିର ଲାଗି ଆସିଲା ନୂଆ ଏସଓପି । କାଲିଠୁ ୨ଦିନ ସେବକଙ୍କ ପରିବାରକୁ ଦର୍ଶନ ଅନୁମତି ଦିଆଯାଇଛି । ୧୬ରୁ ୨୦ ତାରିଖ ଯାଏଁ ପୁରୀ ସହରବାସୀଙ୍କୁ ଦର୍ଶନ ଅନୁମତି । ଆସନ୍ତା ୨୩ରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଅନୁମତି । ସକାଳ ୭ଟା ଯାଏଁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ଦିଆଯାଇଛି

ଆଜି ଚିତଲାଗି ଅମାବାସ୍ୟା

ପୁରୀ: ଓଡ଼ିଆ ଘରେ ୧୨ ମାସରେ ୧୩ ପର୍ବ । ଶ୍ରୀମନ୍ଦିରରେ ଆଜି ଚିତଲାଗି ଅମାବାସ୍ୟା । ମହାପ୍ରଭୁଙ୍କୁ ଲାଗି ହେବ ରତ୍ନଚିତା । ଜଗନ୍ନାଥଙ୍କୁ ହୀରା ଚିତା, ବଳଭଦ୍ରଙ୍କୁ ନୀଳା ଚିତା ଓ ଦେବୀ ସୁଭଦ୍ରାଙ୍କୁ ପାନ ଚିତା ଲାଗି ହେବ । ଭୋଗମଣ୍ଡପ ନୀତି ଶେଷ ହେବା ପରେ ରତ୍ନ ସିଂହାସନରୁ ଶ୍ରୀଦେବୀ

ଶ୍ରୀମନ୍ଦିର ପ୍ରବେଶ ଲାଗି ଜାରି ହେଲା ନୂଆ ଏସଓପି

ପୁରୀ: ଶ୍ରୀମନ୍ଦିର ଦର୍ଶନ ପାଇଁ ପୁରୀବାସୀଙ୍କ ପାଇଁ ଆସିଲା ନୂଆ ଏସଓପି । ପ୍ରଥମ ୫ ଦିନ ପୁରୀବାସୀଙ୍କ ପାଇଁ ଗଜା ଦର୍ଶନ ସୁବିଧା ମିଳିବ । ଦର୍ଶନ କରିବା ପାଇଁ ପୁରୀବାସୀଙ୍କୁ ଡବଳ ଡୋଜ୍ ଟିକା ସାର୍ଟିଫିକେଟ୍ କିମ୍ବା ଆରଟିପିଆରର ଟେଷ୍ଟ ରିପୋର୍ଟ ଆଉ ପଡିବନି ଦରକାର । କେବଳ ସାଙ୍ଗରେ

ଆସନ୍ତା ୧୬ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ଆଜିଠାରୁ ରାଜ୍ୟର କିଛି ଧର୍ମାନୁଷ୍ଠାନ ଖୋଲିଛି । ତେବେ ଶ୍ରୀମନ୍ଦିର କେବେ ଖୋଲିବ ତାକୁ ନେଇ ସବୁଠି ଆରମ୍ଭ ହୋଇଥିଲା ଚର୍ଚ୍ଚା । ତେବେ ଆସନ୍ତା ୧୬ ତାରିଖରେ ଶ୍ରୀମନ୍ଦିର ଖୋଲିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ । ପ୍ରଥମ ୫ଦିନ କେବଳ ପୁରୀ ବାସୀ

ପୁରୀ ପାଇଁ କୋଭିଡ୍ ଗାଇଡଲାଇନରେ ପରିବର୍ତ୍ତନ

ପୁରୀ ପାଇଁ କୋଭିଡ ଗାଇଡଲାଇନରେ ପରିବର୍ତ୍ତନ ହୋଇଛି। ଶ୍ରୀମନ୍ଦିର ବ୍ୟତୀତ ସମସ୍ତ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ ସ୍ଥିଳ ଖୋଲିବାକୁ ଅନୁମତି। ପୁରୀ ସହରାଞ୍ଚଳରେସପ୍ତାହାନ୍ତ ସଟଡାଉନ ଲାଗୁ ହେବ। ନୂଆ ଗାଇଡଲାଇନ ଅନୁସାରେ ଶ୍ରୀମନ୍ଦିର ବ୍ୟତୀତ ସମସ୍ତ ମନ୍ଦିର, ମସଜିଦ୍,

ପୁରୀରେ ମଦ କୁଡ଼ିଆ ଯୋଜନା ପ୍ରତ୍ୟାହାର

ପୁରୀ: ଗୋଆ ଭଳି ପୁରୀରେ ମଦ କୁଡ଼ିଆ ଯୋଜନା କରାଯିବାକୁ ନିଷ୍ପତି ନିଆଯାଇଥିଲା । ଯାହାକୁ ବିଭିନ୍ନ ସଂଗଠନ ଓ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଥିଲା । ଶ୍ରୀକ୍ଷେତ୍ର ଭଳି ଧାର୍ମିକସ୍ଥଳରେ ଏଭଳି ଯୋଜନା ନିନ୍ଦନୀୟ ବୋଲି ମଧ୍ୟ ବିଭିନ୍ନ ସଂଗଠନ ଦାବି କରିଥିଲେ । ଶେଷରେ ଏହାକୁ ପ୍ରତ୍ୟାର ନେଇ

ରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ ମଡେଲ ଯୋଜନାକୁ ଛୁଟୁଛି ପ୍ରଂଶସାର ସୁଅ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ଧାମରେ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ୍ ଟ୍ୟାପ ଯୋଜନା । ଯାହାଦ୍ୱାରା ପୁରୀବାସୀ ୨୪ ଘଣ୍ଟା ବିଶୁଦ୍ଧ ଉଚ୍ଚମାନର ଜଳ ପାଇ ପାରିବେ । ପୁରୀର ଶହେ ପ୍ରତିଶତ ଘରେ ମିଟର ଲଗାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଯିବ । ଯାହାକି ପୂର୍ବରୁ ଇଂଲଣ୍ଡ, ନ୍ୟୁୟର୍କ ଏବଂ ସିଙ୍ଗାପୁରରେ

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି । ଅପରାହ୍ନରେ ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା କରିବେ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଦତ୍ତମହାପାତ୍ର ସେବକ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ ।