ଶିକ୍ଷୟତ୍ରୀଙ୍କ ତଣ୍ଟି କାଟିଦେଲେ ସ୍ୱାମୀ
ବଲାଙ୍ଗୀର: ସାତଜନ୍ମ ଲାଗି ସାଥିହୋଇ ରହିବାକୁ ଅଗ୍ନିକୁ ସାକ୍ଷୀ ରଖି ବାହାହୋଇଥିଲେ । ଦୁଃଖ କଷ୍ଟ ଆସିଲେ ସାଥିରେ ରହିବାକୁ କଥା ଦେଇଥିଲେ । ନିଜ ଧର୍ମପତ୍ନୀଙ୍କ ଗଳାକାଟି ହତ୍ୟା କରିଛି ସ୍ୱାମୀ । ଇଁତଳା ବ୍ଲକ୍ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାଲାକୁ ମିଳିଛି ।!-->…