ଗାଁକୁ ନାହିଁ ପକ୍କା ରାସ୍ତା, ନେତା ମନ୍ତ୍ରୀ କେହି ଶୁଣୁନାହାଁନ୍ତି
ବାଲେଶ୍ୱର: ଆଜି ଯାଏ ଗାଁରେ ହୋଇପାରୁନାହିଁ ରାସ୍ତାକାମ । ବାଲେଶ୍ୱର ଜିଲ୍ଲା େଓøପଦାର ଏଭଳି ଦୃଶ୍ୟ । ଟିକେ ବର୍ଷା ହେଲେ ବି, ଏହି ଖାଲଖମା ରାସ୍ତା କାଦୁଅରେ ଭରିଯାଏ । । ଯାହା ଫଳରେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ । ଏଠାରେ ଗାଡି ତ ଦୂରର କଥା,!-->…