Odia News Portal
Browsing Tag

primary school

କାଲିଠୁ ସ୍କୁଲ୍ ଖୋଲିବା ନିଷ୍ପତ୍ତି ସ୍ଥଗିତ

କାଲିଠୁ ଖୋଲିବନି ପ୍ରାଥମିକ ସ୍କୁଲ୍ । କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ନିଷ୍ପତ୍ତି ର ପରିବର୍ତ୍ତନ । କାଲିଠୁ ଖୋଲିବନି ପ୍ରାଥମିକ ବିଦ୍ୟାଳୟ । ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ରାଜ୍ୟରେ ୨ ଦିନ ଧରି

ଖୋଲିବ ପ୍ରାଥମିକ ସ୍କୁଲ

ପ୍ରାଥମିକ ସ୍କୁଲ ଖୋଲିବା ନେଇ ନେଲେ ନିଷ୍ପତ୍ତି ରାଜ୍ୟ ସରକାର । ନୂଆବର୍ଷରେ ଖୋଲିବ ପ୍ରାଥମିକ ସ୍କୁଲ । ଜାନୁଆରୀ ୩ ତାରିଖରୁ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ ଯାଏ ଚାଲିବ କ୍ଲାସ । ସକାଳ ୯ଟାରୁ ୧୨ ଟା ଯାଏ ଚାଲିବ କ୍ଲାସ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା