ହାଇକୋର୍ଟରେ ଦ୍ୱାରସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଦଗଦ୍ଦେବ
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାର ଖବର ମିଳିଛି । ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାମଲାରେ ନିମ୍ନ ଅଦାଲତରେ ତାଙ୍କର ଜାମିନ ଖାରଜ ହୋଇଥିବାରୁ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଯାଇଥିବା ଜଣାଯାଇଛି । ଚିଲିକା ବିଧାୟକ ପ୍ରଶାନ୍ତ!-->…