Odia News Portal
Browsing Tag

politics

ଆଜି ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ଲାଗି ସଂରକ୍ଷଣ ତାଲିକା

ଭୁବନେଶ୍ୱର: ସବୁଠି ଗୋଟିଏ ଚର୍ଚ୍ଚା । କେବେ ହେବ ପଞ୍ଚାୟତ ନିର୍ବାଚନ । ଆଉ ଏଥରକ ଆମ ପଞ୍ଚାୟତ ବା ଏନଏସିରେ କେଉଁ କୋଟା ରହୁଛି । ତେବେ ଆଜି ଏହି ଅପେକ୍ଷାର ଅନ୍ତ ହେବ ବୋଲି ଶୁଣିବାକୁ ମିଳୁଛି । ଆଜି ପଂଚାୟନ ନିର୍ବାଚନ ଲାଗି ସଂରକ୍ଷଣ ତାଲିକା ପ୍ରକାଶ ପାଇବ । ୱାର୍ଡ ମେମ୍ବର, ସରପଂଚ,

ବିଜେପି ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା

ନୂଆଦିଲ୍ଲୀ: ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘୋଷଣା କରିଛନ୍ତି । କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୮୦ ଜଣଙ୍କ ନାଁ ରହିଛି । ଓଡ଼ିଶାରୁ ଏହି କମିଟିରେ ୩ ଜଣଙ୍କୁ ସ୍ଥାନ ମିଳିଛି ।

ପିସିସି ସଭାପତି ପଦରୁ ଇସ୍ତଫା ଦେବା ନେଇ ଏମିତି କହିଲେ ନିରଞ୍ଜନ

ଭୁବନେଶ୍ୱର: କମୁନି କଂଗ୍ରେସ କଳି । ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଯିବା ନେଇ ଲାଗି ରହିଛି କନ୍ଦଳ । କଂଗ୍ରେସରେ ଏବେ ଦୁଇ ଗୋଷ୍ଠୀ ମଧ୍ୟରେ ତୁତୁ ମେଁ ମେଁ ଲାଗି ରହିଥିବା ନେଇ ସବୁଠି ଦେଖିବାକୁ ମିଳିଛି ଚର୍ଚ୍ଚା । ତେବେ ଏହାରି ଭିତରେ ମୁହଁ ଖେଳିଛନ୍ତି ପିସିସି ସଭାପତି

ନେତାଙ୍କ ଘରେ ଫାଟ, ବିଧାନସଭା ଆସିବାକୁ ପୁଅମାନେ ସଜବାଜ

ଭୁବନେଶ୍ୱର : ଓଡିଶା ବିଧାନସଭାକୁ ଜଣକ ପରେ ଜଣେ ବିଧାୟକଙ୍କ ପୁତ୍ର ପ୍ରବେଶ କରିବାପରେ ଆଉ କିଛି ବିଧାୟକ ଆଶାୟୀ ପୁତ୍ର ପିତା ମାନଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି । ଆସନ୍ତା ନିର୍ବାଚନରେ ଯେମିତି ହେଲେ ସେମାନଙ୍କୁ ବିଧାନସଭାକୁ ପଠାଇବାପାଇଁ ଜିଦ୍‍ ଧରିଲେଣି । ଏହାକୁ ନେଇ କେତେକ

ବିଧାୟକଙ୍କ ନାଁରେ ୨ ହଜାର ଟଙ୍କା ଜରିମାନା

ପୁରୀ : ନିଷିଦ୍ଧାଞ୍ଚଳରେ ଗାଡି ଚଲାଇବା ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ପାଇଁ ପଡ଼ିଛି ମହଙ୍ଗା । ଶ୍ରୀ ମନ୍ଦିର ସମ୍ମୁଖରେ ଗାଡି ଭର୍ତି କରିଥିବାରୁ ବିଧାୟକଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ପୁରୀ ପୋଲିସ ବିଧାୟକଙ୍କ ଠାରୁ ଜରିମାନା ଆଦାୟ କରିଛି।ବିଧାୟକଙ୍କ

ସୀତାପୁରରେ ପହଞ୍ଚିଲେ ରାହୁଲ

ଲକ୍ଷ୍ନୌ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ବୁଧବାର ସନ୍ଧ୍ୟାରେ ସୀତାପୁରରେ ପହଞ୍ଚିଛନ୍ତି। ସେମାନେ ସେଠାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବେ। ଗତ ସୋମବାରଠାରୁ

ଲକ୍ଷ୍ମୀପୁର ଯିବାକୁ ରାହୁଲଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଶେଷରେ ଉତ୍ତରପ୍ରଦେଶ ପ୍ରଶାସନ ମାନିଛି। ଲକ୍ଷ୍ମୀପୁର ଖିରି ହିଂସାଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପାଇଁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଲ ଗାନ୍ଧୀଙ୍କୁ ଅନୁମତି ମିଳିଛି। ଏହା ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଅନୁମତି ମିଳିଛି। ପ୍ରତି ରାଜନୈତିକ ଦଳର

ଚିରାଗଙ୍କୁ ହେଲିକପ୍ଟର, ପଶୁପତିଙ୍କୁ ସିଲାଇ ମେସିନ୍

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଦୁଇ ଗୋଷ୍ଠୀଙ୍କୁ ଆଜି ନିର୍ବାଚନ ଚିହ୍ନ ପ୍ରଦାନ କରିଛନ୍ତି । ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟିକୁ ହେଲିକପ୍ଟର ଏବଂ ପଶୁପତି କୁମାର ପାରସଙ୍କୁ ସିଲାଇ ମେସିନ ଚିହ୍ନ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଏଲଜେପିର

ପିପିଲି ବିଧାୟକ ଭାବେ ଶପଥ ନେଲେ ରୁଦ୍ର

ଭୁବନେଶ୍ୱର: ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ଆଜି ଶପଥ ଗ୍ରହଣ କଲେ । ଆଜି ବିଧାନସଭାରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ପିପିଲିର ନବ ନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ଶପଥ ପାଠ କରାଇଛନ୍ତି । ରୁଦ୍ର ମହାରଥୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି ।

ବିଧାୟକ ହେବ ତ ଏମିତି, ଦାୟିତ୍ୱ ନେବା କ୍ଷଣି ମନ କିଣିନେଲେ ରୁଦ୍ର ପ୍ରତାପ

ଭୁବନେଶ୍ୱର: ପ୍ରଥମ ଦିନରେ ମନ କିଣିନେଲେ ରୁଦ୍ରପ୍ରତାପ । ପିପିଲିର ବିଧାୟକ ଭାବେ ଶପଥ ନେଇ ନାହାଁନ୍ତି ସତ ହେଲେ ଲୋକଙ୍କ ପାଇଁ କାମ କରିବାର ଝୁଙ୍କ୍ ତାଙ୍କୁ ଚର୍ଚ୍ଚାକୁ ଆଣିଛି । ତାରିଖ – ୪ ଅକ୍ଟୋବର ୨୦୨୧ । ସମୟ - ଦିନ ୧୨ । ସ୍ଥାନ - ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସରକାରୀ ବାସଭବନ