Odia News Portal
Browsing Tag

politics

ପ୍ରିୟଙ୍କା ଖେଳିଲେ ମହିଳା କାର୍ଡ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଦୀର୍ଘ ବର୍ଷ ଧରି କ୍ଷମତାଠାରୁ ଦୂରରେ ରହିଥିବା କଂଗ୍ରେସ ଦଳ ବିଧାନସଭା ନିର୍ବାଚନ ପୂର୍ବରୁ ଆକ୍ସନ୍ ମୁଡ୍ ରେ ଆସିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜନସମର୍ଥନ ବଢ଼ାଇବାକୁ ପ୍ରୟାସ ଜାରି ରଖିଛନ୍ତି। ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀ କରି

ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ୍ ସୁନା ଜବତ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ । ଗତକାଲି ୨୩ ଘଣ୍ଟା ଧରି ବିଧାୟକ, ତାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ରେଡ୍ ହୋଇଥିଲା । ଖୋଳତାଡ ବେଳେ ତାଙ୍କ ଘରୁ ୧୪୪୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ଏଥିସହ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ଚିଠା ବିଜ୍ଞପ୍ତି

ଭୁବନେଶ୍ବର : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ପ୍ରକାଶ ପାଇଛି ଚିଠା ବିଜ୍ଞପ୍ତି। ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ପ୍ରକାଶ ପାଇଛି ସଂରକ୍ଷଣ ତାଲିକା । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ମହିଳାଙ୍କ ଲାଗି ୫୦ ପ୍ରତିଶତ ଅର୍ଥାତ ୧୫ ସିଟ ସଂରକ୍ଷଣ

ରାହୁଲ ପୁଣି ଥରେ ଅଧ୍ୟକ୍ଷ ହେବାକୁ ସିଡବ୍ଲୁସି ବୈଠକରେ ଉଠିଲା ଦାବି

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଦଳର ଅଧ୍ୟକ୍ଷ କରିବାକୁ ଦଳର ନେତା ଓ କର୍ମୀମାନେ ଦାବି କରିଛନ୍ତି । କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏହି ଦାବି କରାଯାଇଛି । ହେଲେ ଏହାକୁ ନେଇ ରାହୁଲ କହିଛନ୍ତି ସେ ଏହା ଉପରେ ବିଚାର କରିବେ । ରାହୁଲ ଆହୁରି ମଧ୍ୟ କହିଛନ୍ତି କେତେଜଣ ନେତା

ଆଜି ବସିବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ଦଳରେ ଚାଲିଥିବା ବିବାଦ ମଧ୍ୟରେ ଆଜି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଲକ୍ଷ୍ମୀପୁର ଖେରୀ, ପାଞ୍ଚଟି ରାଜ୍ୟରେ କୃଷକଙ୍କ ଆନ୍ଦୋଳନ, ଦରଦାମ୍ ବୃଦ୍ଧି ଏବଂ ବିଧାନସଭା

ମନ୍ତ୍ରୀ ଓ ନେତାଙ୍କ ନାଁରେ ଆହୂତି, ଟାଟା ପାୱାର ବିରୁଦ୍ଧରେ ଅତିଷ୍ଠ ଲୋକଙ୍କ ହୋମ ଯଜ୍ଞ

ଭୁବନେଶ୍ୱର : ଟାଟା ପାୱାର କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ଏବେ ସାଧାରଣ ଲୋକଙ୍କ ନିଶାଣରେ ମନ୍ତ୍ରୀ ଓ ନେତା । ଅସନ୍ତୁଷ୍ଟ ଲୋକେ ପ୍ରତିବାଦ ସ୍ୱରୂପ ଟାଟା ପାୱାର ବିରୁଦ୍ଧରେ ଯଜ୍ଞ ଆୟୋଜନ କରିବା ସହିତ ସେଥିରେ ମନ୍ତ୍ରୀ ଓ ଅଧିକାରୀଙ୍କ ନାମ ନେଇ ଆହୂତି ଦେଉଛନ୍ତି । ସରକାରଙ୍କ ବିରୁଦ୍ଧରେ

ମୋହନ ମାଝୀଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର: ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ହୋଇଥିଲା ବୋମା ମାଡ । ଏ ନେଇ ଗତକାଲି ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜକୁ ଜାରି କରାଯାଇ ପୁରସ୍କାର ଘୋଷଣା ହୋଇଥିଲା । ସବିଶେଷ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ଚିହ୍ନଟ ହୋଇଥିବା ନେଇ ରାଉରକେଲା ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା

ଓଡ଼ିଶା କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନ ବ୍ୟାପକ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି। ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଅଫିସ୍ ଭିତରେ ଥିବା ଚେୟାର, ଟେବୁଲ, ଆସବାବପତ୍ର ଭାଙ୍ଗି ଦିଆଯାଇଛି। । ଭଙ୍ଗାରୁଜା ପରେ ଘଟଣାସ୍ଥଳରୁ ଯୁବକମାନେ ଚମ୍ପଟ

କେବେ କମିବ କଂଗ୍ରେସ କଳି?

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ସ୍ଥିତିରେ ରହିଛି କଂଗ୍ରେସ । ବିଜେପି ଏବଂ ବିଜେଡ଼ି ଲଢ଼େଇରେ ପଛରେ ପଡିଛି କଂଗ୍ରେସ । ଉପନର୍ବିାଚନ ହେଉ ବା ନିର୍ବାଚନ ସବୁବେଳେ ମାଟି କାମୁଡ଼ି ପଡୁଛି କଂଗ୍ରେସ । ତେବେ ଦଳ ବିରୋଧୀଙ୍କ ସହ କମ ଲଢ଼ୁଛି ଆଉ ନିଜ ଦଳୀୟ କର୍ମୀଙ୍କ ସହ ଅଧିକ ଲଢ଼ୁଥିବା ଦେଖିବାକୁ

ଯୁବପୀଢ଼ୀଙ୍କ ଲାଗି ଉଦାହରଣ ମହେଶ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ବେଶ ଜଣା ଶୁଣା ଯୁବ ଚେହେରା ମହେଶ ପାଢ଼ୀଙ୍କୁ ନେଇ ଅନେକ ଚର୍ଚ୍ଚା । ଲୋକଙ୍କ ପାଇଁ ଦିନ ରାତି ସେବା କାର୍ୟ୍ୟ ସଂଗଠନକୁ ମଜବୁତ କରିବା ସହିତ ଅସହାୟ ଲୋକଙ୍କ ଦରଦୀବନ୍ଧୁ ଭଳି ସବୁଥିରେ ଆଗଭର ରହିଥାନ୍ତି ମହେଶ । ଯଦି କାହାକୁ ବିପଦ ଆସେ ଲୋକଙ୍କ