Odia News Portal
Browsing Tag

politics

ମହଙ୍ଗା ପଡ଼ିପାରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରା

ଅନୁଗୁଳ: ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଯିବାକୁ ନେଇ ପ୍ରତିବାଦ ଆରମ୍ଭ କରିଛି ବିଜେପି । ତେବେ ଗତକାଲି ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରି ଦେଇଥିଲେ ବିଜେପି କର୍ମୀ । ଆଜି ଏନେଇ ଥାନାରେ ଫେରାଦ ଦେଇଛନ୍ତି ବିଜେଡ଼ି କର୍ମୀ । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ । କୋଭିଡ ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ବିବାଦକୁ ନେଇ ମୁହଁ ଖୋଲିଛନ୍ତି ପ୍ରତାପ । ସେ କହିଛନ୍ତି ଏଭଳି କାର୍ଯ୍ୟ ଅତ୍ୟନ୍ତ ଗୃଣ୍ୟମାନର । ଟିକାକେନ୍ଦ୍ରରେ ନବୀନଙ୍କ

ଟିକା କାହାର?

ଭୁବନେଶ୍ୱର: ଟିକା କାହାର? ନବୀନ ପଟ୍ଟନାୟକଙ୍କ ନାଁ ନରେନ୍ଦ୍ର ମୋଦିଙ୍କର? କେନ୍ଦ୍ର ସରକାର ଟିକା ଦେଉଛନ୍ତି ନାଁ ରାଜ୍ୟ ସରକାର ଟିକା ଦେଉଛନ୍ତି । ଏବେ ଏଭଳି କଥା ଚର୍ଚ୍ଚାର ବିଷୟ ପାଲଟିଛି । ଟିକାକେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଲାଗିବା ଓ ପରେ ଚିରା ହେବା ଘଟଣା ପରେ ଟିକା ପ୍ରସଙ୍ଗକୁ ନେଇ

ନବୀନଙ୍କ ପୋଷ୍ଟର ଚିରିଲେ ବିଜେପି କର୍ମୀ

ଅନୁଗୁଳ: ଟିକାକେନ୍ଦ୍ରରେ ପୋଷ୍ଟରକୁ ନେଇ ରାଜନୀତି । ନବୀନଙ୍କ ପୋଷ୍ଟର ଚିରିଦେଲେ ବିଜେପି କର୍ମୀ । ଅନୁଗୁଳ ଜିଲ୍ଲାରୁ ଆସିଛି ଏଭଳି ଦୃଶ୍ୟ । ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ଟିକାକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ପୋଲିସ ଆସିବା ପୂର୍ବରୁ ବିଜେପି କର୍ମୀମାନେ

କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଲେ ରୂପଜ୍ୟୋତି

ଗୌହାଟୀ: ଦୀର୍ଘଦିନର ସସମ୍ପର୍କକୁ କାଟି ହାତ ଛାଡ଼ି ପଦ୍ମ ଧରିଲେ ରୂପଜ୍ୟୋତି କୁରମି । ଆସାମରେ ଜଣେ ଚର୍ଚ୍ଚିତ ଯୁବ କଂଗ୍ରେସ ନେତା ଭାବେ ସେ ବେଶ ପରିଚିତ । ୪ଥର କଂଗ୍ରେସ ପକ୍ଷରୁ ବିଧାନସଭାକୁ ଯାଇଛନ୍ତି । ତେବେ ସେ ଆଜି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ

ଟିକାକେନ୍ଦ୍ରରେ ଫଟୋ ପଲିଟିକ୍ସ, ଉଦଘାଟନ ପୂର୍ବରୁ ରିବନ ଛିଣ୍ଡାଇଲେ ବିଜେପି କର୍ମୀ

ବାଲେଶ୍ୱର: ଟିକାକେନ୍ଦ୍ରରେ ହୋହାଲ୍ଲା । ଫଟୋକୁ ନେଇ ରାଜନୀତି । ବାଲେଶ୍ୱର ଜିଲ୍ଲା ଗାନ୍ଧୀ ସ୍ମୃତିଭବନ ଟିକାକେନ୍ଦ୍ରରେ ଦେଖିବାକୁ ମିଳିଛି ଅଶୋଭନୀୟ ଦୃଶ୍ୟ । ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଇଥିଲା । ତେବେ ଏଠାରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯାଇନାହିଁ ଏହାକୁ

ରଥଯାତ୍ରାକୁ ନେଇ ରାଜନୀତି

ଭୁବନେଶ୍ୱର: ଆସନ୍ତା ମାସ ୧୪ ତାରିଖରେ ହେବ ରଥଯାତ୍ରା । ତେବେ ଚଳିତ ବର୍ଷ କେବଳ ପୁରୀରେ ହେବ ରଥଯାତ୍ରା । ବିନା ଭକ୍ତରେ ପୂର୍ବ ବର୍ଷ ଚଳିତ ବର୍ଷ ମଧ୍ୟ ରଥଟଣା ହେବ । ତେବେ ରାଜ୍ୟର ଅନ୍ୟ ମନ୍ଦିର ଗୁଡ଼ିକରେ ରଥଯାତ୍ରା କରାଯିବା ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଛି । ଏହାରି ଭିତରେ

ରୋଚକ ମୋଡ଼ରେ ବିାହର ରାଜନୀତି, ଦୁଇଭାଗ ହେଲା ଏଲଜେପି

ପାଟନା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଦଳିତ ନେତା ରାମ ବିଳାସ ପାଶୱାନଙ୍କୁ ଦ୍ବାରା ସଂସ୍ଥାପିତ ବିହାରର ‘ଲୋକ ଜନଶକ୍ତି ପାଟି’ (ଏଲ୍ଜେପି)ରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଏଲଜେପିରେ ଲାଗିଥିବା କନ୍ଦଳ ଭିତରେ ଚିରାଗ ପାସୱାନ ଆଜି ପାଞ୍ଚ ଜଣ ବିଦ୍ରୋହୀ ସଦସ୍ୟଙ୍କୁ

୨୦୨୨ରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ଲଢ଼ିବ ଆପ୍‌

ଅହମ୍ମଦାବାଦ: ଦିଲ୍ଲୀରେ ବହୁମତ ପାଇ ସରକାରରେ ଥିବା ଆମଆଦମୀ ପାର୍ଟି ୨୦୨୨ରେ ଗୁଜୁରାଟ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ । ଆଜି ଏନେଇ ସୂଚନା ଦେଇଛନ୍ତି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୁଜୁରାଟରେ ପାର୍ଟି ଅଫିସ ଉଦଘାଟନ କରିବା ଅବସରରେ ଏଭଳି ଘୋଷଣା

ଗୋଳିଆ ହେଉଛି ୟୁପି ରାଜନୀତି, ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ

ଲକ୍ଷୌ: ଆସନ୍ତା ବର୍ଷ ଅର୍ଥାତ ୨୦୨୨ରେ ହେବାକୁ ଯାଉଛି ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନ । ଯାହାକୁ ନେଇ ଏବେଠାରୁ ଆରମ୍ଭ ହେଲାଣି ଚର୍ଚ୍ଚା । ଜାତୀୟ ଗଣମାଧ୍ୟମରେ ଏବେଠାରୁ ମଧ୍ୟ ୟୁପି ରାଜନୀତି ହେଡଲାଇନ୍ସ ହେଉଛି । ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର