Odia News Portal
Browsing Tag

politics

କେଜ୍ରିୱାଲଙ୍କ ବିଦ୍ୟୁତ ରାଜନୀତି, ଉତ୍ତରାଖଣ୍ଡରେ ସରକାର ଆସିଲେ ୩୦୦ ୟୁନିଟ ମାଗଣା

ଡେରାଡୁନ୍‌: ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ରାଜ୍ୟବାସୀଙ୍କୁ ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରତିଶ୍ରୃତି ଦେଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ଭଳି ଏଠାରେ ଯଦି ଆପ ସରକାର ଆସେ ତେବେ ବିଜୁଳି ମାଗଣା ଦେବା ଲାଗି ସେ କହିଛନ୍ତି । ୩୦୦

ରେଲୱେ କର୍ମଚାରୀଙ୍କୁ କୁଣ୍ଢାଇ ପକାଇଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଓଡ଼ିଶାରୁ ରାଜ୍ୟସଭା ଯାଇ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାକିଛନ୍ତି ଅଶ୍ୱିନୀ ବୈଷ୍ଣବ । ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ତାଙ୍କ ରେଳମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ତେବେ ନିଜ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି ଅଶ୍ୱିନୀ ।

୧୫ ତାରିଖରେ ବାମଦଳର ଓଡ଼ିଶା ବନ୍ଦକୁ ସମର୍ଥନ କରିବ କଂଗ୍ରେସ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ ତା ସାଙ୍ଗକୁ ଡିଜେଲ ଓ ପେଟ୍ରୋଲ ଉପରେ ଟିକସ ବୃଦ୍ଧି ଯୋଗୁଁ ବର୍ତ୍ତମାନ ତୈଳ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି। ଏହାର ସିଧାସଳଖ ପ୍ରଭାବ ମାଲ୍ ଓ ଯାତ୍ରୀ ପରିବହନ ଉପରେ ପଡୁଛି । ସେଥିରେ ତୈଳ ଡର

ଦାୟିତ୍ୱ ଗ୍ରହଣ କଲେ ବିଶ୍ୱେଶର ଟୁଡୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶେଶ୍ୱର ଟୁଡୁ । ଜଳଶକ୍ତି ଓ ଆଦିବାସୀ ମନ୍ତ୍ରୀ ଭାବେେ ବିଶେଶ୍ୱର ଟୁଡୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ସହିତ ପ୍ରହଲ୍ଲାଦ ଜଳଶକ୍ତି ମନ୍ତ୍ରାଳୟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କେନ୍ଦ୍ର ଜଳ ଶକ୍ତି

ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣକୁ ନେଇ ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ: ଗତକାଲି ମୋଦିଙ୍କ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହୋଇଛି । ବହୁ ଯୁବ ନେତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିଛି । ସେପଟେ ଏଭଳି ସ୍ଥିତିରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ସେ କହିଛନ୍ତି କି, ମାନସୁଖ ମାଣ୍ଡଭିଆଙ୍କୁ ଦେଶର ନୂତନ ସ୍ୱାସ୍ଥ୍ୟମନ୍ତ୍ରୀ କରିବା ପରେ

କିଏ ଓଡ଼ିଶାର?

ଭୁବନେଶ୍ୱର: ଗତକାଲି କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହୋଇଛି । ଓଡ଼ିଶାରୁ ମୋଦିଙ୍କ ଟିମରେ ତିନିଜଣଙ୍କୁ ସାମିଲ କରାଯାଇଛି । ଧମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶର ଟୁଡୁ ମୋଦିଙ୍କ ଟିମରେ ସାମିଲ ହୋଇଛନ୍ତି । ଧମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗରେ ଦାୟିତ୍ୱ

ପଢ଼ନ୍ତୁ କେଉଁ ମାନଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ ହୋଇଛି । ୧୫ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଚୟନ କରାଯାଇଛି । ସେହିଭଳି ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲ, ଡକ୍ଟର ବିରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ,

ନଜର ପକାନ୍ତୁ କେଉଁମାନଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସଂପ୍ରସାରଣ ହୋଇଛି ମୋଦିଙ୍କ ମନ୍ତ୍ରୀ ମଣ୍ଡଳ । ୨୮ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ନାମ ଚୟନ କରାଯାଇଛି । ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି ମନ୍ତ୍ରୀ । ତେବେ ନଜର ପକାନ୍ତୁ କେଉଁମାନେ ରହିଛନ୍ତି ଏହି ରାଷ୍ଟ୍ରମନ୍ତ୍ରୀ

ଶପଥନେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଶପଥ ଗ୍ରହଣ କରିଛନ୍ତି ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ସେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି । ଆଜି ରାଷ୍ଟ୍ରପତିଙ୍କ ସମ୍ମୁଖରେ ଶପଥ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଗଠନ ହେଲା ମୋଦିଙ୍କ ନୂଆ ଟିମ୍ । ପ୍ରକାଶ ପାଇଲା ମନ୍ତ୍ରୀ ନାମ ।

ବିରେନ୍ଦ୍ର କୁମାର କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଚାଲି ଶପଥ ଗ୍ରହଣ ଉତ୍ସବ । ବିରେନ୍ଦ୍ର କୁମାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ସମାରୋହରେ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଶପଥ ନେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି ।