Odia News Portal
Browsing Tag

politics

ବିଜେଡିରୁ ବହିଷ୍କୃତ ହେଲେ ଧରଣୀଧର ଘଡେଇ

ଭୁବନେଶ୍ୱର: ତୁରନ୍ତ ପ୍ରଭାବ ଯୋଗୁଁ କୋରେଇ ନିର୍ବାଚନ ମଣ୍ଡଳୀର କୋରେଇର ଜିଲ୍ଲା ପରିଷଦ ସଦସ୍ୟ ଧରଣୀଧର ଘଡେଇଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି । ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଥିଲେ ଧରଣୀଧର । ତେବେ ତାଙ୍କର ବିରୋଧରେ ଅଭିଯୋଗ ଆସିବା ପରେ ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ

ସଙ୍କଟରେ ଭର୍ତ୍ତୃହରିଙ୍କ ରାଜନୈତିକ ଭବିଷ୍ୟତ !

ଭୁବନେଶ୍ୱର: ବଢ଼ୁଛି ଭର୍ତ୍ତୃହରିଙ୍କ ବିବାଦ । ବୋହୂ ସାକ୍ଷୀ ଅଭିଯୋଗ କରିବା ପରେ ରାଜ୍ୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହେବାରେ ଲାଗିଛି । ଏପରିକି ବିଜେଡିରୁ ବହିଷ୍କାର ହୋଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ରଘୁନାଥ ମହାନ୍ତି ଯେଭଳି ବୋହୂ ବର୍ଷା

ଓଡ଼ିଶାରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆସି ପହଂଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭୁବନେଶ୍ୱର ଏୟାରପୋର୍ଟ ରେ ଠିକ୍ ଦିନ ୯ଟା ସମୟରେ ଆସି ଦୁଇ ମନ୍ତ୍ରୀ ପହଂଚିଛନ୍ତି ।ତାଙ୍କୁ ସ୍ୱାଗତ କରିବା ପାଇଁ ବିପୁଳ ପରିମାଣରେ ଲୋକ ଉପସ୍ଥିତ ହେବା

ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ

ଭୁବନେଶ୍ୱର: ସୁସ୍ଥ ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମାଁ ମାଣିକେଶ୍ୱରୀଙ୍କ ଅପାର କୃପା ତଥା ମୋର ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ଦୀପ ଜାଳିଥିବାରୁ ମୁଁ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛି । ମୋର ଶୁଭେଚ୍ଛୁମାନଙ୍କୁ ହୃଦୟରୁ ଧନ୍ୟବାଦ ବୋଲି

କଂଗ୍ରେସ ଛାଡିଲେ ସୁସ୍ମିତା ଦେବ

ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ବଳ ହେବାରେ ଲାଗୁଛି କଂଗ୍ରେସ । ଦଳର ଜଣଙ୍କ ପରେ ଜଣେ ତୁଙ୍ଗ ନେତା ଦଳ ଛାଡୁଛନ୍ତି । ନିୟମିତ ଭାବରେ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି ।ତେବେ ଏହାରି ଭିତରେ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ସୁସ୍ମିତା ଦେବ ଦଳରୁ ଇସ୍ତଫା ଦେଇଛନ୍ତି। ଏପରିକି ସେ ଅଖିଳ

ସ୍ୱାଧିନତା ଦିବସରେ ସରପଞ୍ଚଙ୍କୁ ତାଲା ପକାଇଲେ ଲୋକେ

କେନ୍ଦୁଝର: ଆଜି ହେଉଛି ୭୫ତମ ସ୍ୱାଧିନତା ଦିବସ । ସବୁଠି ଉତ୍ସବର ମାହୋଲ । କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ସରକାରୀ ଅଫିସ ସବୁଠି ଉଡିଛି ପତାକା । ତେବେ ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଦୁର୍ଭାଗ୍ୟଜନକ ଖବର । ସରପଞ୍ଚଙ୍କୁ ତାଲା ପକାଇଲେ ଲୋକେ । କେନ୍ଦୁଝର

ପଂଚାୟତ ନିର୍ବାଚନରେ ୨୭% ଓବସି ପ୍ରାଥୀ ଦେବ ବିଜେଡି

ଭୁବନେଶ୍ୱର: ପଞ୍ଚଯାତ ନିର୍ବାଚନରେ ୨୭% ଓବସି ପ୍ରାଥୀ ଦେବା ବିଜେଡି । ପ୍ରେସମିଟରେ ଏନେଇ ସୂଚନା ଦେଲେ ରାଜା ସ୍ୱାଇଁ ଓ ଅରୁଣ ସାହୁ । ଯଦି ସମ୍ବିଧାନର ୧୨୭ତମ ସାମ୍ବିଧାନିକ ସଂଶୋଧନ କାର୍ଯ୍ୟକାରୀ ହୁଏ ତେବେ (୧୦୨ତମ ସାମ୍ବିଧାନିକ ସଂଶୋଧନ) ପୂର୍ବରୁ ଏବଂ ୦୨.୦୪.୧୯୯୩ (ଜାତୀୟ ପଛୁଆ ବର୍ଗ

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ବିଜେପି ସାଂସଦ

ନୂଆଦିଲ୍ଲୀ: ରାଜ୍ୟର ଅନେକ ସମସ୍ୟା ନେଇ କେନ୍ଦ୍ର ରେଳ ଏବଂ ଶିକ୍ଷା ମନ୍ତ୍ରୀଙ୍କୁ ରେଳ ଭବନରେ ଭେଟିଲେ ଓଡ଼ିଶା ବିଜେପି ସାଂସଦ । ନିଜ ନିଜ ଅଞ୍ଚଳର ସମସ୍ୟା ନେଇ ସାଂସଦମାନେ ଦାବି ପତ୍ର ଦେବା ସହ ଆଲୋଚନା କରିଛନ୍ତି। କଳାହାଣ୍ଡିରେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଦାବି ରଖିଛନ୍ତି ସାଂସଦ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବିବାଦୀୟ ଚାଷ ଆଇନ ରଦ୍ଦ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ମାଗଣା ଆଇନ ସହାୟତା ବର୍ଗରେ କୃଷକଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସେ ସମ୍ପୃକ୍ତ ଆଇନରେ ସଂଶୋଧନ

୫୦ ପ୍ରତିଶତ ସଂରକ୍ଷଣ ହଟାଇବାକୁ ବିଜେଡିର ଦାବି

ନୂଆଦିଲ୍ଲୀ: ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ତାଲିକା ପ୍ରସ୍ତୁତ କରିବାର ଅଧିକାର ରାଜ୍ୟକୁ ପ୍ରଦାନ କରୁଥିବା ସାମ୍ବିଧାନିକ ସଂଶୋଧନ ବିଧେୟକ ମଙ୍ଗଳବାର ଲୋକସଭାରେ ଗୃହୀତ ହୋଇଛି । ଏବେ ଏହାକୁ ରାଜ୍ୟସଭାରେ ଆଗତ କରାଯିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନର ରୂପ ନେବ । ଏହି ବିଧେୟକକୁ