ବିଜେଡି ମୁଖପାତ୍ର ଇପସିତା ସାହୁ ପ୍ରେସମିଟ୍ କରି ଲେଖାଶ୍ରୀଙ୍କୁ କଲେ ସମାଲୋଚନା
ବିଜେଡି ମୁଖପାତ୍ର ଇପସିତା ସାହୁ ପ୍ରେସମିଟ୍ କରି ଲେଖାଶ୍ରୀଙ୍କୁ ସମାଲୋଚନା କରିଛନ୍ତି । ଇପସିତା କହିଛନ୍ତି ଜଣେ ମହିଳା ହୋଇ ମଧ୍ୟ ଲେଖାଶ୍ରୀ ନିଜ ଦଳର ନେତାଙ୍କ ଏପରି ଆଚରଣ ବିରୋଧରେ ମୁଁହ ଖୋଲିଲେନି । ବିଜେପିର ଜଣେ ନେତ୍ରୀ ପୂର୍ବରୁ ସେ ଜଣେ ମହିଳା ହେଲେ ଏପରି ଏକ ସମ୍ବେଦନଶୀଳ ଘଟଣା!-->…