Odia News Portal
Browsing Tag

political news odisha

ଇଷ୍ଟର୍ଣ୍ଣ ରେଳ ଭବନରେ ଅଗ୍ନିକାଣ୍ଡ,୯ ମୃତ

କୋଲକାତା: କୋଲକାତାର ଷ୍ଟାଣ୍ଡ ରୋଡ ସ୍ଥିତ ରେଳ ଭବନରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ ।ତେବେ ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଅଗ୍ନିଶମ କର୍ମଚାରୀ, ୨ ଜଣ ଆରପିଏଫ୍ କର୍ମଚାରୀ, ଜଣେ ଏଏସ୍ଆଇ ରହିଛନ୍ତି ।ତେବେ ଘଟଣାରେ ମୃତକଙ୍କ

ଆଜି ଦାୟିତ୍ୱ ନେବେ ଟୁଇନ୍ ସିଟି ପୋଲିସ କମିଶନର

ଭୁବନେଶ୍ୱର: ଆଜି ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ। କ୍ରାଇମବ୍ରାଞ୍ଚର ଏଡିଜି ଥିବା ୧୯୯୫ ବ୍ୟାଚର ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରାଜ୍ୟ ସରକାର ଗତକାଲି କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସର ନୂଆ କମିଶନର ଭାବେ ନିଯୁକ୍ତି

ଆଜିଠୁ ପୋଲିସ-ସେବାୟତଙ୍କ କୋଭିଡ଼ ଟେଷ୍ଟ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଜାଗର ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି । ସେବା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସେବାୟତ, ଫୁଲ ଦୋକୋନା, ବଡୁ ସେବକ, ପୋଲିସ କର୍ମଚାରୀ ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ । ସେହିଭଳି ଆସନ୍ତାକାଲି ପରିବର୍ତ୍ତେ ଆଜିଠାରୁ ସମସ୍ତଙ୍କର କୋଭିଡ ଟେଷ୍ଟ

ମହିଳା ଦିବସରେ ଆଣ୍ଟି-ରୋମିଓ ସ୍କ୍ୱାଡ୍ ଆରମ୍ଭ

ସୁନ୍ଦରଗଡ଼: ଜିଲ୍ଲାର ଆଇନ ଶୃଙ୍ଖଳା ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳା ପୋଲିସଙ୍କୁ ଉତ୍ସାହିତ । ସେମାନେ ନିଜକୁ, ପରିବାରକୁ ଏବଂ ସମୁଦାୟ ସମାଜକୁ ମଜବୁତ କରିଛନ୍ତି |ଏହି ଅବସରରେ ସୁନ୍ଦରଗଡ ପୋଲିସ ପୋଲିସ ଡାକ୍ତରଖାନାରେ ରକ୍ତଦାନ

ଲୁଟେରାଙ୍କୁ ରୋକିବ ‘ସ୍ପେଶାଲ-୨୬’

ଭୁବନେଶ୍ୱର: ଭୁବନେଶ୍ୱରରେ ଲୁଟ୍ ଓ ଚୋରିର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି କମିଶନ ପୋଲିସ ଓଡିଶା ରାଜଧାନୀର ପ୍ରତ୍ୟେକ ପୋଲିସ ଷ୍ଟେସନରେ ଏକ ‘ସ୍ପେଶାଲ-୨୬’ ଟିମ୍ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଆଜି ସୂଚନା ଦେଇଛନ୍ତି, ଯେ ସହରର

ଭୁବନେଶ୍ୱରରେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ

ନୂଆଦିଲ୍ଲୀ: ଦେଶରେ ୪ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନଆଇଭି) ପ୍ରତିଷ୍ଠା କରିବା ପାଇଁ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଥିବା ବେଳେ ଏଥିମଧ୍ୟରୁ ଗୋଟିଏ ସଂସ୍ଥାନ ଓଡ଼ିଶା ରାଜଧାନୀରେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.

ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ

ସମ୍ବଲପୁର: ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ ଅଭିଯୁକ୍ତ । କେବଳ ସେତିକି ନୁହେଁ ବରଂ ନିଆଁ ଲଗାଉଥିବା ବିଷୟରେ ଖବର ଦେଲେ ମିଳିବ ୫ ହଜାର ଟଙ୍କାର ପୁରସ୍କାର ରାଶି । ଏନେଇ ସମ୍ବଲପୁର ଡିଏଫ୍‌ଓ ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟରେ ଜଙ୍ଗଲ ନିଆଁ ବନ ବିଭାଗର ଚିନ୍ତା ବଢ଼ାଇଥିବା