Odia News Portal
Browsing Tag

political news odisha

ଖରାଦିନେ ନିହାତି ଖାଆନ୍ତୁ ତରଭୁଜ, ଏହି ସମସ୍ୟାରୁ ମିଳିବ ମୁକ୍ତି…

ଭୁବନେଶ୍ବର: ତରଭୁଜ ଗ୍ରୀଷ୍ମ ଋତୁର ଫଳ। ଏହାର ସ୍ୱାଦ ମିଠା ଏବଂ ରସଯୁକ୍ତ। ତରଭୁଜରେ ପାଖାପାଖି ୯୨ ପ୍ରତିଶତ ପାଣି ଓ ୮ ପ୍ରତିଶତ ଚିନି ରହିଛି।ତେବେ ଯଦି ଆପଣ ମଧ୍ୟ ଖାଇବାକୁ ଭଲ ପାଆନ୍ତି ତେବେ ଜାଣି ରଖନ୍ତୁ ତରଭୁଜର କିଛିଟା ଚମତ୍କାରିତା । ଯାହା ଦ୍ୱାରା ଆପଣ ରହିବେ ସବୁ ବେଳେ ସତେଜ ।

ରାଜ୍ୟ ସରକାରଙ୍କୁ ଭେଟିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର: ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପରେ ଆଜି ରାଜ୍ୟ ସରକାରଙ୍କୁ ଭେଟିବ କେନ୍ଦ୍ରୀୟ ଟିମ୍ । ଶିମିଳିପାଳ ଜଙ୍ଗଲ ନିଆଁ ଘଟଣାର ଗ୍ରାଉଣ୍ଡ ଜିରୋ ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍। ଜଙ୍ଗଲରେ ନିଆଁ କେଉଁଠି ଲାଗିଛି, କ୍ଷୟକ୍ଷତିର ପରିମାଣ କେତେ, ନିଆଁ କେମିତି ଲାଗୁଛି ଏବଂ ଏହାର

ଆଉ ୭୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୧୯୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ହୋଲଡ଼ିଂ ଟ୍ୟାକ୍ସ ନଦେଲେ ଘର ହେବ ନାହିଁ ସିଲ୍: ବିଏମସି

ଭୁବନେଶ୍ୱର: ହୋଲଡ଼ିଂ ଟ୍ୟାକ୍ସ ନଦେଲେ ଘର ସିଲ୍ ହେବ ନାହିଁ । ଘର ସିଲ୍ ହେବା ଖବର ସମ୍ପୂର୍ଣ୍ଣ ମିଛ । ଏଭଳି କୌଣସି ଚିଠି ବିଏମସି ପକ୍ଷରୁ ଜାରି କରାଯାଇନାହିଁ ବୋଲି କହିଛନ୍ତି ବିଏମସି ରେଭେନ୍ୟୁ ଡେପୁଟି କମିଶନର, ଶ୍ରୀମନ୍ତ ମିଶ୍ର । ସେ କହିଛନ୍ତି ଯେ, ଜନସାଧାରଣ ବ୍ୟସ୍ତ ହେବା

ଜିରୋ ଇନଫେକସନ ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ, କରୋନାକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଓଡ଼ିଶା ଭଲ ସ୍ଥିତିରେ ଅଛି । ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ଏବଂ ଆମର ଦୈନିକ ସଂକ୍ରମଣ ୧୦୦

୧୩ବର୍ଷ ତଳ ହତ୍ୟାକାଣ୍ଡର ଫିଟିଲା ଗୁମର

ଭୁବନେଶ୍ୱର: କମିଶନରେଟ୍‌ ପୋଲିସକୁ ଆଉ ଏକ ସଫଳତା । ୧୩ବର୍ଷ ତଳର ହତ୍ୟାକାଣ୍ଡ ଘଟଣାର ଗୁମର ଖୋଲିଛି ପୋଲିସ । ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ରାଜଧାନୀର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି

ଜଙ୍ଗଲ ନିଆଁ ସମ୍ପୂର୍ଣ୍ଣ ଆୟତ୍ତାଧିନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ସକ୍ରିୟ ପଦକ୍ଷେପ ପାଇଁ ରାଜ୍ୟରେ ଜଙ୍ଗଲ ନିଆଁକୁ ପ୍ରତିହତ କରିବା ସହ ରାଜ୍ୟରେ ଜଙ୍ଗଲ ଅଗ୍ନି ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିଛି । ଶିମିଳିପାଳ ଜଙ୍ଗଲର ନିଆଁକୁ ଆୟାତାଧୀନ କରାଯାଇଛି । ନ୍ୟାସନାଲ ରିମୋଟ୍

ମାସ୍କ ନପିନ୍ଧିଲେ ବିମାନରୁ ଓହ୍ଳାଇବେ ଯାତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା କଡା ନିୟମ । ଯାତ୍ରୀମାନେ ଠିକ୍ ଭାବରେ ମାସ୍କ ନପିନ୍ଧିଲେ ବିମାନରୁ ଓହ୍ଳାଇ ଦେବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ଡିଜିସିଏ । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ସିଆଇଇଏସଏଫ ଓ ଦେଶର ସବୁ ବିମାନ