ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ ନରସିଂହ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କଡ଼ା ସମାଲୋଚନା କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ରାଜନୀତି କରିବାକୁ କୋଟିଆ ଯାଇଥିଲେ । ସେ କେନ୍ଦ୍ରମନ୍ତ୍ରୀ ହିସାବରେ ଯାଇ ନଥିଲେ ବୋଲି ନରସିଂହ କହିଛନ୍ତି । କେନ୍ଦ୍ରମନ୍ତ୍ରୀ!-->…