Odia News Portal
Browsing Tag

political news odisha

ରାଜ୍ୟସଭା ନିର୍ବାଚନ : ମଙ୍ଗଳବାର ନାମାଙ୍କନ ଭରିବେ ବିଜେଡିର ଦୁଇ ପ୍ରାର୍ଥୀ

ରାଜ୍ୟସଭା ନିର୍ବାଚନ । ମଙ୍ଗଳବାର ଦିନ ନାମାଙ୍କନ ଭରିବେ ବିଜେଡିରୁ ଦୁଇ ପ୍ରାର୍ଥୀ । କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଜିଲ୍ଲା ବିଜେଡି ସଭାପତି ଶୁଭାଶିଷ୍‌ ଖୁଣ୍ଟିଆ ଆଜି ନାମାଙ୍କନ ଭରିବେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାନସଭାରେ ନାମାଙ୍କନ ଭରିବେ ।

ପାଣ୍ଡିଆନଙ୍କ ଭିଆରଏସ୍ ନିଷ୍ପତ୍ତି ବିଜେଡି ଗତିକୁ ବଳ ଓ ଶକ୍ତି ଦେବ – ପ୍ରଫୁଲ୍ଲ

ପାଣ୍ଡିଆନଙ୍କ ନିଷ୍ପତ୍ତିକୁ ନେଇ ଆମେ ଖୁସି କହିଲେ ପ୍ରଫୁଲ୍ଲ ସାମଲ । ପାଣ୍ଡିଆନଙ୍କ ଭିଆରଏସ୍ ବିଜେଡିର ଗତିକୁ ବଳ ଓ ଶକ୍ତି ଦେବ । ଓଡିଶାର ବିକାଶ ପାଇଁ ତାଙ୍କର ଫୁଲ ଟାଇମ ଆବଶ୍ୟକତା ଥିଲା । ଏବେ ବିକାଶ କାମରେ ସେ ଅଧିକ ସମୟ ଦେଇପାରିବେ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଧିକ ସହାୟତା ଯୋଗାଇ

ସ୍ୱେଚ୍ଛାକୃତ ଅବସର ପରେ ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ ପାହ୍ୟା

5T ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ । 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ହେଲେ । VRS ପରେ ପାଣ୍ଡିଆନଙ୍କୁ ଚେୟାରମ୍ୟାନ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ ପାଣ୍ଡିଆନ୍‌ । ଗତକାଲି ତାଙ୍କୁ ସ୍ୱେଚ୍ଛାକୃତ ଅବସର ଦିଆଯାଇଥିଲା । ଗତ ୨୦ ତାରିଖରେ ସେ

ଚାକିରିରୁ ଇସ୍ତଫା ନେଲେ 5-T ସଚିବ ଭିକେ ପାଣ୍ଡିଆନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭିକେ କାର୍ତ୍ତିକେୟନ ପାଣ୍ଡିଆନ ପ୍ରଶାସନିକ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି। ପାଣ୍ଡିଆନଙ୍କ ଭିଆରଏସକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମଞ୍ଜୁର କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସଙ୍କୁ

କଂଗ୍ରେସ ପରେ ଏବେ ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବିଜେପି

ଆଗକୁ ହେବାକୁ ଥିବା ବାଚସ୍ପତି ନିର୍ବାଚନକୁ ଗତକାଲି କଂଗ୍ରେସ ବୟକଟ୍‌ କରିଥିବା ବେଳେ ଏହାକୁ ଏବେ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟ ବର୍ଜନ କରିବ ବୋଲି ସୂଚନା ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ନାଉରୀ ନାୟକ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ମତ ରଖି

ନିଲମ୍ବନ କରି ମୋତେ ଆଗକୁ ବଢିବାକୁ ସଙ୍କେତ ଦେଇଛନ୍ତି: ମନ୍ମଥ

କଂଗ୍ରେସରୁ ନିଲମ୍ବନକୁ ନେଇ ତାଚ୍ଛଲ୍ୟ କଲେ ସୁରଙ୍କ ପୁଅ ମନ୍ମଥ । ରାଜ୍ୟ କଂଗ୍ରେସ ଓ ବିଧାୟକ ସାଲୁଜାଙ୍କ ଉପରେ ଧୂମ୍ ବର୍ଷିଲେ ମନ୍ମଥ ରାଉତରାୟ । ମୁଁ ସନ୍ତୋଷ ସିଂ ସାଲୁଜାଙ୍କ ଜଣେ ବିଜ୍ଞ ବ୍ୟକ୍ତି ବୋଲି ଭାବୁଥିଲି । ମୋ ବ୍ୟାକ୍‌ଗ୍ରାଉଣ୍ଡ ନଜାଣି ମୋତେ ପିସିସି ସଦସ୍ୟ କରିଥିଲେ ।

ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା; NHRCଙ୍କୁ ଭେଟି ଫେରାଦ ହେଲା ରାଜ୍ୟ ବିଜେପି

ନିର୍ଯାତିତା ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା ନୂଆ ମୋଡ଼ ନେଇଛି । NHRCଙ୍କୁ ଭେଟି ଲିଖିତ ଫେରାଦ ହେଲା ରାଜ୍ୟ ବିଜେପି । ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର ପ୍ରମୁଖ ଭେଟି NHRCଙ୍କୁ ଭେଟି ଲିଖିତ ଫେରାଦ ହୋଇଛନ୍ତି । ଘଟଣାର ତଦନ୍ତ କରାଯିବ ବୋଲି NHRC

ନବୀନ ମନ୍ତ୍ରିମଣ୍ଡଳରେ ତିନି ନୂଆ ସଦସ୍ୟ

ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତିନି ବିଧାୟକ ନିଜ ନିଜ ଅଞ୍ଚଳର ଟାଣୁଆ ଓ ପ୍ରଭାବଶାଳୀ ନେତା ଭାବେ ଜଣାଶୁଣା। ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ଵ କରୁଥିବା ବିକ୍ରମ କେଶରୀ ଆରୁଖ ଲଗାତାର ୬ ଥର

୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ସେନେଇ ବୁଧବାର ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହା ଏକ ଗୁପ୍ତ ନୀତି ସେବା ହୋଇଥିବାରୁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏ ଦର୍ଶନ ବନ୍ଦ ରହିବ। ଏହି ନୀତି