Odia News Portal
Browsing Tag

political news odisha

ମୁଁ ହିମ୍ମତ ହାରି ନଥିଲି: ମିନୁ ମାନହାସ

ଛତିଶଗଡ଼: ମାଓବାଦୀଙ୍କ କବଳରୁ ଅପହୃତ ଯବାନ ରାକେଶ୍ୱର ସିଂହ ମାନହାସ ମୁକୁଳିବା ପରେ ପରିବାରେ ଖେଳିଯାଇଛି ଖୁସିର ଲହରୀ | ରାକେଶ୍ୱରଙ୍କ ମୁକ୍ତି ଖବର ପାଇବା ପରେ ସ୍ତ୍ରୀ ମିନୁ ମାନହାସ ନିଜ ପ୍ରତିକ୍ରିୟାରେ କହିଛନ୍ତି | ଆଜି ତାଙ୍କ ଜୀବନର ସବୁଠୁ ଖୁସିର ଦିନ | ମୁଁ ହିମ୍ମତ ହରାଇ ନଥିଲି

ମାଓ କବଳରୁ ମୁକୁଳିଲେ ଅପହୃତ ଯବାନ ରାକେଶ୍ୱର

ଛତିଶଗଡ଼: ଶେଷରେ ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ଯବାନ ରାକେଶ୍ୱର। କୋବ୍ରା ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ନକ୍ସଲ ଛାଡିଥିବା ସୂଚନା ମିଳିଛି। ବିଜାପୁର ନକ୍ସଲ ଆକ୍ରମଣ ପରେ ଏପ୍ରିଲ ୩ରୁ ଅପହୃତ ହୋଇଥିଲେ ଯବାନ ରାକେଶ୍ୱର ସିଂହ ମନହାସ | ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିବା ନେଇ

ବିନା ଭକ୍ତରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା !

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ | ତେବେ ଚଳିତ ବର୍ଷ ମଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ହେବା ନେଇ ଆଶା ଆଶଙ୍କା ଦେଖା ଦେଇଛି ।ତେବେ ଏନେଇ ବିଡିଏ ଅଫିସରେ ବିଏମସି କମିସନରଙ୍କ ଅଧ୍ୟକ୍ଷତାରେ ରୁକୁଣା ରଥ ଯାତ୍ରା କରାଯିବ ସେନେଇ

ଆହୁରି ୪ ଦିନ ବନ୍ଦ ରହିବ ଏସବିଆଇ ମେନ୍ ବ୍ରାଞ୍ଚ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ଆହୁରି ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । କାର୍ଯ୍ୟାଳୟରୁ ଅଧିକ ମାତ୍ରାରେ ସଂକ୍ରମିତ ଚିହ୍ନଟ ପରେ ବିଏମସି ପକ୍ଷରୁ ଏଭଳି କଡ଼ା ନିଷ୍ପତି ନିଆଯାଇଛି । ଆଜିଠାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ