ପେଗାସସ୍ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ: ପେଗାସସ୍ କେଳେଙ୍କେରୀ ମାମଲାରେ ସ୍ୱତନ୍ତ୍ର ତଦନ୍ତ ଦାବି କରି ଆଗତ ପିଟିସନ ଉପରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଇସ୍ରାଏଲ ଗୁଇନ୍ଦା ସଫ୍ଟୱେର ‘ପେଗାସସ୍’ର ବ୍ୟବହାର ସରକାର ନିଜ ନାଗରିକଙ୍କ ଉପରେ କରିଛନ୍ତି କି ନାହିଁ ତାହାର ଜବାବ ଦାଖଲ!-->…