ଆରବିଆଇ ରିଟେଲ ଡାଇରେକ୍ଟ ଏବଂ ସମନ୍ୱିତ ଲୋକପାଳ ଯୋଜନାର ଶୁଭାରମ୍ଭ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ରିଟେଲ ଡାଇରେକ୍ଟ ଯୋଜନା ଏବଂ ସମନ୍ୱିତ ଲୋକପାଳ ଯୋଜନା ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏହି ଦୁଇ ଗ୍ରାହକ କୈନ୍ଦ୍ରିକ ଯୋଜନାକୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ପଦ୍ଧତିରେ ଶୁଭାରମ୍ଭ!-->…