ଅଗଷ୍ଟ ୧୦ରୁ ଖୋଲିବ ପ୍ଲାନେଟୋରିୟମ
ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ରାଜ୍ୟରେ ୩ଟି ସ୍ଥାନରେ ଥିବା ପ୍ଲାନେଟୋରିୟମ ଖୋଲିବ । କରୋନା ସର୍ତ୍ତାବଳୀକୁ ଅନୁପାଳନ କରି ଏହା ଖୋଲାଯିବ । ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମର ନିଦେ୍ର୍ଧଶକ ଲକ୍ଷ୍ମୀଧର ଦାସ ସୂଚନା ଦେଇଛନ୍ତି ।ସେ କହିଛନ୍ତି, ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ!-->…