୧୬ ଦିନରେ ୧୪ ଥର ବଢିଲା ତୈଳ ଦର, ଆଜିକୁ ମିଶାଇ ୧୦ ଟଙ୍କାରୁ ଅଧିକ ବୃଦ୍ଧି
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିଲେ ମଧ୍ୟ ଭାରତରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଜାରି ରହିଛି । ଆଜି ବି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ୮୬ ଓ ଡିଜେଲ ୮୫ ପଇସା ବୃଦ୍ଧି ପାଇଛି । ୧୬ ଦିନରେ ୧୪ ଥର ତେଲ ଦର ବୃଦ୍ଧି ପାଇଲାଣି । ୧୪ ଦିନ ଭିତରେ!-->…