ଡିଜିଟାଇଜେସନ୍ ହେବ ବିଧାନସଭାର ଆଲୋଚନା ଓ ରିପୋର୍ଟ
ଭୁବନେଶ୍ୱର : ବିଧାନସଭା ବୈଠକର ସମସ୍ତ ଅ।ଲୋଚନା ବିବରଣୀ ଏବଂ ବିିଭିନ୍ନ କମିଶନର ରିପୋର୍ଟ ଡିଜିଟାଇଜେସନ୍ କରିବାକୁ ହୋଇଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟପ୍ରଗତି ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର!-->…