Odia News Portal
Browsing Tag

open

ଆସନ୍ତା ସପ୍ତାହରେ ଶ୍ରୀମନ୍ଦିର ନିଷ୍ପତ୍ତି

ପୁରୀ: ସେପ୍ଟେମ୍ବର ଗାଇଡଲାଇନ୍ ଆସିବା ପରେ ଶ୍ରୀମନ୍ଦିର ଉପରେ ରହିଛି ନଜର । ସପ୍ତାହନ୍ତ ସଟଡାଉନ ଉଠିବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା । ଏନେଇ ଆସନ୍ତା ସପ୍ତାହରେ ମିଟିଂ ହେବ କହିଲେ ଉନ୍ନୟନ ପ୍ରଶାସନ । ଆସନ୍ତା ସପ୍ତାରରେ ମିଟିଂ ହୋଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ।

୧୧ରେ ଖୋଲିବ ହୀରାକୁଦ ଗେଟ୍‌

ଭୁବନେଶ୍ବର: ଆସନ୍ତା ୧୧ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ଖୋଲିବ। ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ଆଜି ସୂଚନା ଦେଇଛନ୍ତି। ବନ୍ୟା ଜଳ ନିଷ୍କାସନ ଦ୍ବାରା ମହାନଦୀ ଓ ଶାଖା ନଦୀର ଜଳସ୍ତର ବଢ଼ିବ। ତେଣୁ

ଖୋଲିପାରେ ଲକଡାଉନ୍‌, ଆଜି ଦିନ ସାଢ଼େ ଗୋଟେରେ ସମ୍ବୋଧନ କରିବେ ମୁଖ୍ୟ ସଚିବ

ଭୁବନେଶ୍ୱର: ଦିଲ୍ଲୀ ପରେ ପଶ୍ଚିମବଙ୍ଗରେ ଖୋଲିଛି ଲକଡାଉନ । ତେବେ ରାଜ୍ୟରେ କେବେ ଖୋଲିବ ତାଲା । ଏନେଇ ସବୁଠି ଚାଲିଛି ବିଚାର ବିମର୍ସ । ଏହାରି ଭିତରେ ଆଜି ଦିନ ସାଢ଼େ ଗୋଟେରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ । ଲକଡାଉନ ଖୋଲିବା ନେଇ ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି

ପଶ୍ଚିମବଙ୍ଗରେ ଆରମ୍ଭ ହେଲା ଅନଲକ୍ ପ୍ରକ୍ରିୟା

କୋଲକାତା: ଦିଲ୍ଲୀ ପରେ ପଶ୍ଚିମବଙ୍ଗରେ ଖୋଲିଛି ଲକଡାଉନ । ପଶ୍ଚିମବଙ୍ଗରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଏହି ସମୟରେ

୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଭୁବନେଶ୍ୱର: କରୋନା ମହାମାରୀ ଲାଗି ବନ୍ଦ ହୋଇ ରହିଥିବା ଐତିହ୍ୟସ୍ଥଳୀ ଖୋଲିବ । ଆସନ୍ତା ୧୬ ତାରିଖରୁ ଏହି ଐତିହ୍ୟସ୍ଥଳୀ ଖୋଲାଯିବ । ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବ । ଆସନ୍ତା ୧୬ ତାରିଖରୁ ଖୋଲିକା ନେଇ ଏଏସଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଦିଲ୍ଲୀରେ ଖୋଲିଲା, ଓଡ଼ିଶାରେ କେବେ?

ଭୁବନେଶ୍ୱର: ଦେଶର ରାଜଧାନୀରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ତେବେ ଓଡ଼ିଶାରେ କେବେ ଲକଡାଉନକ୍ ଖୋଲିବ ତାକୁ ନେଇ ଏବେ ଆରମ୍ଭ ହୋଇଛି । ରାଜ୍ୟରେ ୧୭ ତାରିଖ ଯାଏଁ ଲକଡାଉନ ଜାରି ରଖାଯାଇଛି । ତେବେ ଏହା ଆହୁରି ଲାଗି ରହିବ ନାଁ କୋହଳ କରାଯିବ ତାକୁ ନେଇ ସବୁଠି ହେଉଛି ଆଲୋଚନା । ରାଜ୍ୟରେ

ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କରୋନା ଚେନକୁ ଭାଙ୍ଗିବା ଲାଗି ଲାଗି ରହିଛି ଲକଡାଉନ ଏବଂ ସଟଡାଉନ । ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର କରୁଛନ୍ତି ସଚେତନ । ଏହାରି ଭିତରେ ଜୀବନ ସହ ଜୀବିକାର କଥା ମଧ୍ୟ ଉଠୁଛି । ଲକଡାଉନ ଲାଗି ରହିବା ଫଳରେ ବ୍ୟବସାୟୀଙ୍କ ବେପାରରେ ଅନେକ ସମସ୍ୟା ସବୁ ଉପୁଜଛି ।