ପଢ଼ନ୍ତୁ ଅନଲକକୁ ନେଇ କଣ କହିଲେ ଡିଏମଇଟି
ଭୁବନେଶ୍ୱର: ରାଜ୍ୟର ଏବେ କରୋନା ସ୍ରଂକମଣ ହ୍ରାସ ପାଇଛି । ଦୈନିକ ମାମଲା ୧୬ ଶହରୁ ୧୭ ଶହ ମଧ୍ୟରେ ରହିଛି । ରାଜ୍ୟରେ ଏବେ ସମ୍ପୂର୍ଣ୍ଣ ଅନଲକ ହୋଇପାରେ ବୋଲି ଆଶା କରାଯାଉଛି । କିନ୍ତୁ ଖୋର୍ଦ୍ଧ ଓ କଟକ ଜିଲ୍ଲାରେ ସଂକ୍ରମଣ ୩ ଅଙ୍କ ଉପରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାରେ!-->…