ହକିରେ ଭାରତର ଜବରଦସ୍ତ କମ୍ବ୍ୟାକ
ଆଜି ଟୋକିଓ ଅଲିମ୍ପିକ୍ସର ପଞ୍ଚମ ଦିନ । ପ୍ରଥମ ଚାରି ଦିନରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ପଦକ ପାଇଛି । ଯାହା ପ୍ରଥମ ଦିନରେ ଭାରୋତ୍ତୋଳନରେ ମିରବାଇ ଚାନୁଙ୍କୁ ମିଳିଥିଲା । ପଞ୍ଚମ ଦିନରେ ଭାରତୀୟ ପୁରୁଷ ହକି ଦଳ ଏକ ଜବରଦସ୍ତ ବିଜୟ ହାସଲ କରିଛି । ଫଳରେ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବାର!-->…